Below header

କିସରେ ହେବ ତିବ୍ଦତୀୟ ଧର୍ମଗୁରୁ ଦଲାଇଲାମାଙ୍କ ନାଁରେ ଚେୟାର, ଘୋଷଣା କଲେ ୱିସକମ୍‌ର ନିର୍ଦ୍ଦେଶକ ଡ. ମୀନାକ୍ଷୀ ଗୋପୀନାଥ

ଭୁବନେଶ୍ବର(କେନ୍ୟୁଜ୍): କିସରେ ହେବ ତିବ୍ଦତୀୟ ଧର୍ମଗୁରୁ ଦଲାଇଲାମାଙ୍କ ନାଁରେ ଚେୟାର। ଜେଣ୍ଡର ଇକ୍ୱାଲିଟି ଆଣ୍ଡ ଇନକ୍ଲୁଜନ: ଟ୍ରାନ୍‌ସଫରମେଟିଭ ପାଥୱେଜ୍‌ ଇନ ହାଇଅର ଏଜୁକେସନ ଶୀର୍ଷକ ତିନିଦିନିଆ କର୍ମଶାଳାରେ ଏହା ଘୋଷଣା କରିଛନ୍ତି ୱିସକମ୍‌ର ନିର୍ଦ୍ଦେଶକ ଡ. ମୀନାକ୍ଷୀ ଗୋପୀନାଥ। କିଟ ଓ କିସ ଏବଂ ୱିସକମ ସହଭାଗିତାରେ ଅନୁଷ୍ଠିତ ୩ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଛି। ବିଭିନ୍ନ ସ୍କୁଲ ଓ କଲେଜର ଅଧ୍ୟାପକ, ପ୍ରଶାସନିକ କର୍ମଚାରୀ ଓ ଛାତ୍ରଛାତ୍ରୀ ଯୋଗ ଦେଇ ଉଚ୍ଚଶିକ୍ଷାରେ ଲିଙ୍ଗଗତ ସମାନତା ଉପରେ ଆଲୋଚନା କରିଥିଲେ। ଏଥିରେ ନୂଆଦିଲ୍ଲୀସ୍ଥିତ ଆମେରିକୀୟ ଦୂତାବାସର ସାଧାରଣ ବ୍ୟାପାର ବିଭାଗ ସହଯୋଗ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.