Below header
Browsing Tag

Dalai Lama

ବାଳକକୁ ଚୁମ୍ବନ ଦେଲେ, ପୁଣି କହିଲେ, ‘ମୋ ଜିଭକୁ ଶୋଷ’…ଭାଇରାଲ ହେଉଛି ଦଲାଇ ଲାମାଙ୍କ ଭିଡିଓ

ତିବ୍ଦତୀୟ ଆଧ୍ୟାତ୍ମିକ ଧର୍ମଗୁରୁ ଦଲାଇ ଲାମାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସେ ଜଣେ ବାଳକର ଓଠକୁ ଚୁମ୍ବନ ଦେଉଥିବା ନଜର ଆସିଛନ୍ତି। ବାଳକକୁ ଚୁମ୍ବନ ଦେବା ପରେ ଦଲାଇ ଲାମା ନିଜ ଜିଭ ବାହାର କରି ବାଳକଟିକୁ କହୁଛନ୍ତି, ‘ସକ୍‌ ମାଇ ଟଙ୍ଗ୍‌’…

ଦଲାଇ ଲାମାଙ୍କୁ ଧମକ ଦେଇଥିବା ସନ୍ଦିଗ୍ଧ ଚୀନ ମହିଳା ବୋଧଗୟାରୁ ଧରାପଡ଼ିଲେ; ପଚରାଉଚରା କରୁଛି ପୋଲିସ

ବୌଦ୍ଧ ଧର୍ମଗୁରୁ ଦଲାଇ ଲାମାଙ୍କୁ ଧମକ ଦେଇଥିବା ସନ୍ଦିଗ୍ଧ ଚୀନ ମହିଳାଙ୍କୁ ବିହାର ପୋଲିସ ଖୋଜି ବାହାର କରିଛି। ପୋଲିସ ତାଙ୍କୁ ନିଜ ହେପାଜତକୁ ନେଇ ପଚରାଉଚରା କରୁଛି। ସନ୍ଦିଗ୍ଧ ମହିଳା ଗୁପ୍ତଚରଙ୍କ ବୟସ ପାଖାପାଖି ୫୦ ହେବ ବୋଲି କୁହାଯାଉଛି। ବିହାର ପୋଲିସ ଚୀନ ଗୁପ୍ତଚରଙ୍କୁ ବୋଧଗୟାର…

ବୌଦ୍ଧ ଧର୍ମଗୁରୁ ଦଲାଇ ଲାମାଙ୍କ ଜୀବନକୁ ବିପଦ! ଚୀନ ମହିଳା ଗୁପ୍ତଚରଙ୍କୁ ଖୋଜୁଛି ପୋଲିସ, ଦିଆଯାଇଛି ୪ ପର୍ଯ୍ୟାୟର…

ବୌଦ୍ଧ ଧର୍ମଗୁରୁ ଦଲାଇ ଲାମାଙ୍କ ସୁରକ୍ଷାକୁ ନେଇ ଆଲର୍ଟ ଜାରି କରାଯାଇଛି। ଗୁଇନ୍ଦା ସୂଚନା ପରେ ତାଙ୍କ ସୁରକ୍ଷାକୁ ବଢ଼ାଇ ଦିଆଯାଇଛି। ଜଣେ ଚୀନ ମହିଳା ଗୁପ୍ତଚରଙ୍କଠାରୁ ତାଙ୍କ ଜୀବନ ପ୍ରତି ବିପଦ ଥିବା କୁହାଯାଉଛି। ପୋଲିସ ସମ୍ପୃକ୍ତ ମହିଳାଙ୍କ ସ୍କେଚ୍‌ ଜାରି କରିବା ସହିତ ତାଙ୍କୁ…

ବିହାରରେ ୪ ବିଦେଶୀ କରୋନା ପଜିଟିଭ; ୪୦ ଦେଶର ୨୦ ହଜାର ଶ୍ରଦ୍ଧାଳୁ ଦଲାଇ ଲାମାଙ୍କ ପ୍ରବଚନ କାର୍ଯ୍ୟକ୍ରମରେ ହେଉଛନ୍ତି…

ବୌଦ୍ଧ ଧର୍ମଗୁରୁ ଦଲାଇ ଲାମାଙ୍କ ପ୍ରବଚନ ଶୁଣିବା ପାଇଁ ବିହାରର ଗୟାରେ ଏକଜୁଟ ହେଉଛନ୍ତି ୨୦ ହଜାର ଶ୍ରଦ୍ଧାଳୁ। ଏହାରି ଭିତରେ କରୋନାକୁ ନେଇ ଆସିଛି ଏକ ବଡ଼ ଖବର। ୨୩ ଡିସେମ୍ବରରେ ଗୟା ଆସିଥିବା ବିଦେଶୀ ନାଗରିକମାନଙ୍କର କରୋନା ଟେଷ୍ଟ୍‍ କରାଯାଇଥିଲା, ଯେଉଁଥିରୁ ୪ ଜଣ ପଜିଟିଭ…

କିସରେ ହେବ ତିବ୍ଦତୀୟ ଧର୍ମଗୁରୁ ଦଲାଇଲାମାଙ୍କ ନାଁରେ ଚେୟାର, ଘୋଷଣା କଲେ ୱିସକମ୍‌ର ନିର୍ଦ୍ଦେଶକ ଡ. ମୀନାକ୍ଷୀ…

ଭୁବନେଶ୍ବର(କେନ୍ୟୁଜ୍): କିସରେ ହେବ ତିବ୍ଦତୀୟ ଧର୍ମଗୁରୁ ଦଲାଇଲାମାଙ୍କ ନାଁରେ ଚେୟାର। ଜେଣ୍ଡର ଇକ୍ୱାଲିଟି ଆଣ୍ଡ ଇନକ୍ଲୁଜନ: ଟ୍ରାନ୍‌ସଫରମେଟିଭ ପାଥୱେଜ୍‌ ଇନ ହାଇଅର ଏଜୁକେସନ ଶୀର୍ଷକ ତିନିଦିନିଆ କର୍ମଶାଳାରେ ଏହା ଘୋଷଣା କରିଛନ୍ତି ୱିସକମ୍‌ର ନିର୍ଦ୍ଦେଶକ ଡ. ମୀନାକ୍ଷୀ ଗୋପୀନାଥ। କିଟ…

ପରବର୍ତ୍ତୀ ଦଳାଇ ଲାମା ଚୟନ ନେଇ ଚୀନର ଦାବି, କହିଲା ତିବ୍ବତ କରିପାରିବନି ହସ୍ତକ୍ଷେପ

ଦଳାଇ ଲାମାଙ୍କ ପରବର୍ତ୍ତୀ ଉତ୍ତରାଧିକାରୀ ଚୟନ ପ୍ରକ୍ରିୟାରେ ଚୀନ ନିଜ କତୃତ୍ଵ ଜାହିର କରିବାକୁ ବସିଛି । ପରବର୍ତ୍ତୀ ଦଳାଇ ଲାମା ଚୟନରେ କେବଳ ଚୀନ ହିଁ ହସ୍ତ କ୍ଷେପ କରିବା ନେଇ ଚୀନ ନିଜ ତରଫରୁ ସଫେଇ ଦେଇଛି । ଚୀନର ଏହି ବୟାନ ଆମେରିକାକୁ ଏକ ପ୍ରକାର କଡା ଜବାବ ଦେଇଛି । ସୂଚନା ଅନୁଯାୟୀ…

ଦଲାଇ ଲାମାଙ୍କ ବିବାଦୀୟ ମନ୍ତବ୍ୟ : କହିଲେ ଜିନ୍ନା ପ୍ରଧାନମନ୍ତ୍ରୀ ହୋଇଥିଲେ ଭାରତ ବିଭାଜନ ହୋଇନଥାନ୍ତା

ପାନାଜି : ନେହେରୁଙ୍କୁ ସମାଲୋଚନା, ଜିନ୍ନାଙ୍କୁ ପ୍ରଶଂସା । ଏଭଳି କିଛି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମ । ଗୋଆରେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ସେ କହିଛନ୍ତି ଯେ ମହାତ୍ମା ଗାନ୍ଧୀ ମହମ୍ମଦ ଅଲୀ ଜିନ୍ନାଙ୍କୁ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ କରିବାକୁ…