କରୋନା ମୁକାବିଲାରେ ହାତରେ ଖଣ୍ଡେ ଠେଙ୍ଗା ଧରି ବାହାରିଲେ ଗାନ୍ଧୀ ବେଶଧାରୀ ବ୍ୟକ୍ତି, ବସ୍ତି ଲୋକଙ୍କୁ ବଣ୍ଟିଲେ ମାସ୍କ ଓ ସାନିଟାଇଜର

କେନ୍ୟୁଜ(ବ୍ୟୁରୋ):ରାଜଧାନୀ ଭୁବନେଶ୍ୱରରେ ଗାନ୍ଧୀ ବେଶଧାରୀ ବ୍ୟକ୍ତି ଲୋକଙ୍କୁ ବଣ୍ଟିଲେ ସାନିଟାଇଜର ଓ ମାସ୍କ। ଏମ୍ସ ହସ୍ପିଟାଲ ନିକଟ ବସ୍ତି ଓ ଆଇଗିଣିଆ ଅଞ୍ଚଳ ବସ୍ତିରେ ଘରକୁ ଘର ବୁଲି ମାସ୍କ ବାଣ୍ଟିଛନ୍ତି ଏହି ଗାନ୍ଧୀ ବେଶଧାରୀ ବ୍ୟକ୍ତି। ଲୋକଙ୍କୁ ସଚେତନ କରାଇବା ସହ ନିୟମିତ ହାତ ଧୋଇବା ଓ ସାମାଜିକ ଦୂରତା ବଜାୟୀ ରଖିବାର ଲୋକଙ୍କୁ ପରାମର୍ଶ ଦେଇଥିଲେ। ସବୁ ଅଞ୍ଚଳକୁ ଚାଲି ଚାଲି ହାତରେ ଖଣ୍ଡେ ଠେଙ୍ଗା ଧରି ମାସ୍କ ବାଣ୍ଟିଛନ୍ତି ଏହି ଡୁପ୍ଲିକେଟ୍ ଗାନ୍ଧୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.