କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ପୁରସ୍କାର। ଲାୟନ୍ସ ଚଏସ୍ ହ୍ୟୁାମାନିଟେରିଆନ ସମ୍ମାନରେ ସମ୍ମାନିତ କରାଯାଇଛି। ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଡ.ସାମନ୍ତଙ୍କ ଅନୁପସ୍ଥିତିରେ କିଟ୍ ପ୍ରତିନିଧି ଡକ୍ଟର ବରୁଣ ସୂତ୍ର ପୁରସ୍କାର ଗ୍ରାହଣ କରିଛନ୍ତି।