Below header

ଓଲଟିଲା ଏସିଡ୍ ବୋଝେଇ ଟ୍ୟାଙ୍କର

ଓଲଟିଲା ଏସିଡ୍ ବୋଝେଇ ଟ୍ୟାଙ୍କର । କୋରାପୁଟ ଜିଲ୍ଲା ପଟାଙ୍ଗି ରାଲେଗଡା ମଧ୍ୟରେ ଥିବା ରାଜୁଗୁଡା ନିକଟରେ ଦୁର୍ଘଟଣା ଘଟିଛି ।

କୋରାପୁଟ(କେନ୍ୟୁଜ): ଓଲଟିଲା ଏସିଡ୍ ବୋଝେଇ ଟ୍ୟାଙ୍କର । କୋରାପୁଟ ଜିଲ୍ଲା ପଟାଙ୍ଗି ରାଲେଗଡା ମଧ୍ୟରେ ଥିବା ରାଜୁଗୁଡା ନିକଟରେ ଦୁର୍ଘଟଣା ଘଟିଛି । ବୁଲାଣି ରାସ୍ତାରେ ଓଲଟି ପଡିଲା ଟ୍ୟାଙ୍କର । ଗାଡିଟି ବିଶାଖାପାଟଣାରୁ ଜଗଦଲପୁର ଅଭିମୁଖେ ଯାଉଥିଲା । ଦୁର୍ଘଟଣା ପରେ ଜାତୀୟ ରାଜପଥରେ ଗାଡି ଚଳାଚଳ ବନ୍ଦ ରହିଛି। ଘଟଣାସ୍ଥଳରେ ପଟାଙ୍ଗି ଥାନା ପୋଲିସ ଓ ଅଗ୍ନିଶମବାହିନୀ ପହଂଚିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.