Below header

ଆରଡ଼ି ଆଖଣ୍ଡଳମଣି ମନ୍ଦିର ବନ୍ଦ କଲା ପ୍ରଶାସନ: ଜଣେ ସେବାୟତ କରୋନା ପଜିଟିଭ୍‌ ଚିହ୍ନଟ ପରେ ପଦକ୍ଷେପ

ଚାନ୍ଦବାଲି: ଚାନ୍ଦବାଲି ଆରଡ଼ି ଆଖଣ୍ଡଳମଣି ମନ୍ଦିର ବନ୍ଦ କଲା ପ୍ରଶାସନ । ଜଣେ ସେବାୟତ କରୋନା ପଜିଟିଭ୍‌ ଚିହ୍ନଟ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।

ଆଜିଠୁ ଆସନ୍ତା ୧୭ତାରିଖ ପର୍ଯ୍ୟନ୍ତ ଆଖଣ୍ଡଳମଣିଙ୍କ ମନ୍ଦିର ବନ୍ଦ କରାଯାଇଛି। ଏହି ୩ଦିନ ଭକ୍ତମାନେ ଆରଡ଼ି ଆଖଣ୍ଡଳମଣି ପୀଠକୁ ଆସିବାକୁ ବାରଣ କରିଛି ପ୍ରଶାସନ। କେବଳ ପାଳିଆ ସେବାୟତ ବାବାଙ୍କର ନୀତିକାନ୍ତି କରିବେ। ପ୍ରଶାସନର ମନ୍ଦିର ବନ୍ଦ ନିଷ୍ପତ୍ତିକୁ ବିରୋଧ କରିଛନ୍ତି ସେବାୟତମାନେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.