Below header

ସମ୍ବଲପୁର ଭିସୁଟ୍‌ରେ ବାତିଲ ହେଲା ଅଫ୍‌ଲାଇନ୍‌ ପରୀକ୍ଷା

ସମ୍ବଲପୁର : ସମ୍ବଲପୁର ଭିସୁଟ୍‌ରେ ବାତିଲ ହେଲା ଅଫ୍‌ଲାଇନ୍‌ ପରୀକ୍ଷା । ସମସ୍ତ ପରୀକ୍ଷା ଏବେ ଅନଲାଇନରେ କରିବାକୁ ନିଷ୍ପତ୍ତି ନେଇଛନ୍ତି କଲେଜ କର୍ତ୍ତୁପକ୍ଷ । ଭିସୁଟରେ ଳାଗାତର ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକା ସଂକ୍ରମଣର ଶିକାର ହେବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି ।

ଆସନ୍ତା ୧୭ରୁ ଅନଲାଇନ୍‌ରେ ପାଠପଢ଼ା ଆରମ୍ଭ ହେବ । ଏନେଇ ସୂଚନା ଦେଇଛନ୍ତି ଭିସୁଟ କୁଳପତି ବି.ବି ପତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.