Browsing Tag

vssut

ସମ୍ବଲପୁର-ବୁର୍ଲା ଭିସୁଟର ଜଣେ ପାସ ଆଉଟ ଛାତ୍ରୀ ପିସି ବ୍ରିଜରୁ ପଡି ନିଖୋଜ

ସମ୍ବଲପୁର(କେନ୍ୟୁଜ) :  ସମ୍ବଲପୁର-ବୁର୍ଲା ଭିସୁଟର ଜଣେ ପାସ ଆଉଟ ଛାତ୍ରୀ ପିସି ବ୍ରିଜରୁ ପଡି ନିଖୋଜ । ନିଖୋଜ ଛାତ୍ରୀ ହେଲେ ଆଇଟି ବିଭାଗର ଚିନ୍ମୟୀ ପ୍ରିୟଦର୍ଶୀ । ଆଜି ସେ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ । ସମାବର୍ତ୍ତନ ଉତ୍ସବ ପରେ ସାଙ୍ଗଙ୍କ ସହ ପିସି ବ୍ରିଜକୁ ଆସିଥିଲେ ।…

ଭିସୁଟକୁ ସେଣ୍ଟର ଅଫ୍‌ ଏକ୍ସଲେନ୍‌ସିରେ ପରିଣତ କରାଯିବ, ମାଷ୍ଟର ପ୍ଲାନ୍‌ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି

ସମ୍ବଲପୁର(କେନ୍ୟୁଜ୍): ଭିସୁଟ୍‌ର ବିକାଶ ପାଇଁ ୧ ହଜାର କୋଟି ଟଙ୍କା ଦେବାକୁ ପ୍ରସ୍ତାବ। ମାଷ୍ଟର ପ୍ଲାନ୍‌ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି। ଏହାକୁ ସେଣ୍ଟର ଅଫ୍‌ ଏକ୍ସଲେନ୍‌ସିରେ ପରିଣତ କରାଯିବ। ଛାତ୍ରଛାତ୍ରୀଙ୍କ ସଂଖ୍ୟା ବର୍ତ୍ତମାନ ୫ହଜାର ଥିବା ବେଳେ ଏହାକୁ ୧୦ହଜାରକୁ…

ଛାତ୍ରଛାତ୍ରୀ ସଂକ୍ରମିତ ହେବା ପରେ ବୁର୍ଲା ଭିସୁଟ୍‌ ବନ୍ଦ, ୧୦ରୁ ଚାଲିବ ଅନ୍‌ଲାଇନ୍‌ କ୍ଲାସ୍‌

ବନ୍ଦ ହେଲା ବୁର୍ଲା ଭିସୁଟ୍‌। ଛାତ୍ରଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ପରେ ଭିସୁଟ୍‌ ବନ୍ଦ ନିଷ୍ପତ୍ତି ନିଆଯାଇଛି। ବିଶ୍ୱବିଦ୍ୟାଳୟ ବନ୍ଦ ପରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଘରକୁ ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ୧୦ ତାରିଖରୁ ଚାଲିବ ଅନଲାଇନ କ୍ଲାସ୍‌। ସମସ୍ତ ଅଫଲାଇନ ପରୀକ୍ଷାକୁ…

ବୁର୍ଲା ଭିସୁଟରେ ର‍୍ୟାଗିଂ ଘଟଣା: ବିଦା ହେଲେ ୧୨ ଛାତ୍ର

ସମ୍ବଲପୁର(କେ.ନ୍ୟୁଜ): ର‍୍ୟାଗିଂ କରି ବିଦା ହେଲେ। ବୁର୍ଲା ଭିସୁଟ ଛାତ୍ର ଗଣ୍ଡଗୋଳ ଘଟଣାରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ। ୨ ଜଣ ଛାତ୍ରଙ୍କୁ ୨ ବର୍ଷ ଏବଂ ଅନ୍ୟ ୧୦ ଜଣ ଛାତ୍ରଙ୍କୁ ବର୍ଷେ ପାଇଁ ବହିଷ୍କାର କରାଯାଇଛି। ସୂଚନାଯୋଗ୍ୟ ଯେ ଗତ ୨୨ ତାରିଖରେ ପୁଲହ ହଷ୍ଟେଲରେ ଜଣେ ତୃତୀୟ ବର୍ଷର…

ସମ୍ବଲପୁର ଭିସୁଟ୍‌ରେ ବାତିଲ ହେଲା ଅଫ୍‌ଲାଇନ୍‌ ପରୀକ୍ଷା

ସମ୍ବଲପୁର : ସମ୍ବଲପୁର ଭିସୁଟ୍‌ରେ ବାତିଲ ହେଲା ଅଫ୍‌ଲାଇନ୍‌ ପରୀକ୍ଷା । ସମସ୍ତ ପରୀକ୍ଷା ଏବେ ଅନଲାଇନରେ କରିବାକୁ ନିଷ୍ପତ୍ତି ନେଇଛନ୍ତି କଲେଜ କର୍ତ୍ତୁପକ୍ଷ । ଭିସୁଟରେ ଳାଗାତର ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକା ସଂକ୍ରମଣର ଶିକାର ହେବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି ।…

ବୁର୍ଲା ଭିସୁଟ୍‌ରେ ପୁଣି ରାଗିଂ: ୨ୟ ବର୍ଷ ଛାତ୍ରଙ୍କୁ କିଛି ଛାତ୍ର ରୁମ୍‌ରେ ବନ୍ଦ କରି ମୁହଁରେ ଗଞ୍ଜେଇ ଧୂଆଁ…

ସମ୍ବଲପୁର: ବୁର୍ଲା ଭିସୁଟ୍‌ରେ ପୁଣି ରାଗିଂ। ୨ୟ ବର୍ଷ ଛାତ୍ରଙ୍କୁ ଚତୁର୍ଥ ବର୍ଷର କିଛି ଛାତ୍ର ରାଗିଂ କରିଥିବା ଅଭିଯୋଗ ହୋଇଛି। ୨ୟ ବର୍ଷର ଛାତ୍ରଙ୍କୁ ଏକ ରୁମ୍‌ରେ ବନ୍ଦ କରି ଉଲଗ୍ନ କରିବା ସହ ସେମାନଙ୍କ ମୁହଁରେ ଗଞ୍ଜେଇ ଧୂଆଁ ଫୁଙ୍କୁଥିବା ଅଭିଯୋଗ କରିଛନ୍ତି। ଏନେଇ ରାଗିଂର ଶୀକାର…

ଆସନ୍ତା ୧୬ରୁ ବୁର୍ଲା ଭିସୁଟ୍‌ରେ ଆରମ୍ଭ ହେବ ଅଫ୍‌ଲାଇନ୍‌ କ୍ଲାସ୍

ଭୁବନେଶ୍ବର: ଆସନ୍ତା ୧୬ରୁ ବୁର୍ଲା ଭିସୁଟ୍‌ରେ ଆରମ୍ଭ ହେବ ଅଫ୍‌ଲାଇନ୍‌ କ୍ଲାସ। ଅଣ୍ଡର ଗ୍ରାଜୁଏଟ୍‌ ଓ ପୋଷ୍ଟ ଗ୍ରାଜୁଏଟ୍‌ ଛାତ୍ରଛାତ୍ରୀ ଅଫ୍‌ଲାଇନ୍‌ରେ କ୍ଲାସ କରିବେ। ଦ୍ୱିତୀୟ ସେମିଷ୍ଟରରୁ ୧୦ ସେମିଷ୍ଟର ପର୍ଯ୍ୟନ୍ତ ସମସ୍ତ ପ୍ରାକ୍‌ଟିକାଲ୍‌ , ସେସନ୍‌ କ୍ଲାସ , ଥିଓରି କ୍ଲାସ ଓ ଡ୍ରଇଁ…

ବୁର୍ଲା ଭିସୁଟ୍‌ରେ ନାହିଁ କରୋନା! ଆଣ୍ଟିଜେନ୍‌ କିଟ୍‌ ଖରାପ ଯୋଗୁ ଆସିଥିଲା ୨୫ ପଜିଟିଭ୍

ସମ୍ବଲପୁର: ବୁର୍ଲା ଭିସୁଟ୍‌ରେ ନାହିଁ କରୋନା । କୌଣସି ଛାତ୍ର କରୋନା ଆକ୍ରାନ୍ତ ହୋଇନାହାନ୍ତି । ଆଣ୍ଟିଜେନ୍‌ କିଟ୍‌ ଖରାପ ଯୋଗୁ ଆସିଥିଲା ୨୫ ପଜିଟିଭ୍‌ । ଏନେଇ ଆଜି ସ୍ପଷ୍ଟ କରିଛନ୍ତି ACS ପ୍ରଦୀପ୍ତ ମହାପାତ୍ର । ସେ କହିଛନ୍ତି, ପରେ ଆରଟିପିସିଆର ଟେଷ୍ଟ କରିବା ପରେ ପଜିଟିଭ୍‌ ଥିବା…

ବୁର୍ଲା ଭିସୁଟ୍‌ ଛାତ୍ରାବାସରେ ଲାଗିଲା ବ୍ୟାରିକେଡ୍‌, ୧୧ଟି ହଷ୍ଟେଲକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା

ସମ୍ବଲପୁର: ବୁର୍ଲା ଭିସୁଟ୍‌ ଛାତ୍ରାବାସରେ ଲାଗିଲା ବ୍ୟାରିକେଡ୍‌। ଜିଲ୍ଲା ପ୍ରଶାସନ ପକ୍ଷରୁ ଭିସୁଟ୍‌ର ସମସ୍ତ ଛାତ୍ରାବାସ ମୁଖ୍ୟ ଫାଟକରେ ବାଉଁଶ ବ୍ୟାରିକେଡ୍‌ କରାଯାଇଛି। ଛାତ୍ରଛାତ୍ରୀ ମାନଙ୍କୁ ହଷ୍ଟେଲ ନଛାଡିବାକୁ ପରାମର୍ଶ ଦିଆଯାଇଛି। ଅନେକ ଛାତ୍ରଛାତ୍ରୀ ସଂକ୍ରମିତ ହେବା ପରେ…

ଭିସୁଟ୍‌ କୁଳପତିଙ୍କ କ୍ଷମତା ସଙ୍କୁଚିତ: ନେଇପାରିବେନି କୌଣସି ଅର୍ଥ ସମ୍ବନ୍ଧୀୟ ନିଷ୍ପତ୍ତି, କୁଳାଧିପତି ଦେଲେ…

ସୁନ୍ଦରଗଡ: ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଅଟଳ ଚୌଧୁରୀଙ୍କ କ୍ଷମତା ସଙ୍କୁଚିତ କରାଗଲା । ଭିସୁଟ୍‌ କୁଳପତି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରିବେନି । କୌଣସି ଅର୍ଥ ସମ୍ବନ୍ଧୀୟ ନିଷ୍ପତ୍ତି ନେଇପାରିବେନି କୁଳପତି । ଏହି ନିର୍ଦ୍ଦେଶ…

ମହାକାଶ ଗବେଷଣା କ୍ଷେତ୍ରରେ ବୈଷୟିକ ସହଯୋଗ ପାଇଁ ଇସ୍ରୋ ଓ ଭିସୁଟ୍‌ ମଧ୍ୟରେ MOU ସ୍ୱାକ୍ଷରିତ

ନୂଆଦିଲ୍ଲୀ: ଇସ୍ରୋ ଓ ଭିସୁଟ୍‌ ମଧ୍ୟରେ MOU ସ୍ୱାକ୍ଷରିତ । ମହାକାଶ ଗବେଷଣା କ୍ଷେତ୍ରରେ ବୈଷୟିକ ସହଯୋଗ ପାଇଁ ଇସ୍ରୋ ଓ ଭିସୁଟ୍‌ ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷର ହୋଇଛି । ଅନ୍‌ଲାଇନ ମାଧ୍ୟମରେ ସ୍ୱାକ୍ଷରିତ ହୋଇଛି MOU । ମହାକାଶ ଗବେଷଣା କ୍ଷେତ୍ରରେ ବୈଷୟିକ ସହଯୋଗ ପାଇଁ ଇସ୍ରୋ ଓ ଭିସୁଟ୍‌…

ସମ୍ବଲପୁର: ପୁଣି ଭିସୁଟରେ ର‍୍ୟାଗିଂ, ଜୁନିୟର ଛାତ୍ରଙ୍କୁ ସିନିୟର ଛାତ୍ର ମାଡ଼ ମାରିଥିବା ଅଭିଯୋଗ

କେନ୍ୟୁଜ୍(ବ୍ୟୁରୋ): ସମ୍ବଲପୁର ଭିସୁଟ୍‌ରେ ଛାତ୍ରଙ୍କୁ ର‍୍ୟାଗିଂ ଅଭିଯୋଗ । ଜୁନିୟର ଛାତ୍ରଙ୍କୁ ସିନିୟର ଛାତ୍ର ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଜଣେ ପ୍ରଥମ ବର୍ଷର ଛାତ୍ର ଏହି ଅଭିଯୋଗ ଆଣିଛନ୍ତି। ଛାତ୍ର ଜଣଙ୍କ ଏକ ଭିଡିଓ ଜାରି କରି ଅଭିଯୋଗ କରିଛନ୍ତି । ମଙ୍ଗଳବାର ଦିନ ଛାତ୍ର ଜଣକ…