Below header

ଆସନ୍ତା ୧୬ରୁ ବୁର୍ଲା ଭିସୁଟ୍‌ରେ ଆରମ୍ଭ ହେବ ଅଫ୍‌ଲାଇନ୍‌ କ୍ଲାସ୍

ଭୁବନେଶ୍ବର: ଆସନ୍ତା ୧୬ରୁ ବୁର୍ଲା ଭିସୁଟ୍‌ରେ ଆରମ୍ଭ ହେବ ଅଫ୍‌ଲାଇନ୍‌ କ୍ଲାସ। ଅଣ୍ଡର ଗ୍ରାଜୁଏଟ୍‌ ଓ ପୋଷ୍ଟ ଗ୍ରାଜୁଏଟ୍‌ ଛାତ୍ରଛାତ୍ରୀ ଅଫ୍‌ଲାଇନ୍‌ରେ କ୍ଲାସ କରିବେ। ଦ୍ୱିତୀୟ ସେମିଷ୍ଟରରୁ ୧୦ ସେମିଷ୍ଟର ପର୍ଯ୍ୟନ୍ତ ସମସ୍ତ ପ୍ରାକ୍‌ଟିକାଲ୍‌ , ସେସନ୍‌ କ୍ଲାସ , ଥିଓରି କ୍ଲାସ ଓ ଡ୍ରଇଁ କ୍ଲାସ ଅଫ୍‌ଲାଇନ୍‌ରେ ହେବ।

ଏନେଇ ବିଜ୍ଞପ୍ତି ଜାରି କରିଛନ୍ତି ଭିସୁଟ୍‌ କୁଳପତି। ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟରେ ଏକାଧିକ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ଚିହ୍ନଟ ହେବା ଯୋଗୁଁ ସମସ୍ତ ସେମିଷ୍ଟାର ଓ ଅଫ୍‌ଲାଇନ୍‌ କ୍ଲାସ ବାତିଲ୍‌ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.