Below header

ପୁରୀ ଜିଲ୍ଲା ସ୍କୁଲକୁ ଅଚାନକ ପରିଦର୍ଶନ କଲେ ଗଣଶିକ୍ଷା ମନ୍ତ୍ରୀ: ଅନୁପସ୍ଥିତି କାରଣରୁ ୩ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦିନକର ଦରମା ବନ୍ଦ ପାଇଁ ଦେଲେ ନିର୍ଦ୍ଦେଶ

ପୁରୀ : ପୁରୀ ଜିଲ୍ଲା ସ୍କୁଲକୁ ଅଚାନକ ପରିଦର୍ଶନ କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ। ୩ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅନୁପସ୍ଥିତ ଥିବାରୁ ସେମାନଙ୍କ ଗୋଟିଏ ଦିନର ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ବିନା ଆପ୍ଲିକେସନରେ ଅନୁପସ୍ଥିତ ଥିବା ନେଇ ମନ୍ତ୍ରୀ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି। ନୂତନ ଶିକ୍ଷା ପ୍ରଣାଳୀ ସମ୍ପର୍କରେ ଛାତ୍ରଛାତ୍ରୀମାନେ ଅବଗତ ଅଛନ୍ତି କି ନାହିଁ ସେନେଇ ମନ୍ତ୍ରୀ ଜାଣିବାକୁ ଚାହିଁଥିଲେ। ଆଗାମୀ ମାର୍ଚ୍ଚ ମାସରେ ବୋର୍ଡ ଅଫ୍‌ ସେକେଣ୍ଡାରୀ ଦ୍ୱାରା କରାଯାଉଥିବା ପରୀକ୍ଷା କରିବା ପାଇଁ DEOଙ୍କୁ ନିର୍ଦ୍ଦେଶ ଦେଇଥିଲେ ମନ୍ତ୍ରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.