Below header

ସମ୍ବଲପୁର-ବୁର୍ଲା ଭିସୁଟର ଜଣେ ପାସ ଆଉଟ ଛାତ୍ରୀ ପିସି ବ୍ରିଜରୁ ପଡି ନିଖୋଜ

ସମ୍ବଲପୁର-ବୁର୍ଲା ଭିସୁଟର ଜଣେ ପାସ ଆଉଟ ଛାତ୍ରୀ ପିସି ବ୍ରିଜରୁ ପଡି ନିଖୋଜ । ନିଖୋଜ ଛାତ୍ରୀ ହେଲେ ଆଇଟି ବିଭାଗର ଚିନ୍ମୟୀ ପ୍ରିୟଦର୍ଶୀ । ଆଜି ସେ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ । ସମାବର୍ତ୍ତନ ଉତ୍ସବ ପରେ ସାଙ୍ଗଙ୍କ ସହ ପିସି ବ୍ରିଜକୁ ଆସିଥିଲେ ।

ସମ୍ବଲପୁର(କେନ୍ୟୁଜ) :  ସମ୍ବଲପୁର-ବୁର୍ଲା ଭିସୁଟର ଜଣେ ପାସ ଆଉଟ ଛାତ୍ରୀ ପିସି ବ୍ରିଜରୁ ପଡି ନିଖୋଜ । ନିଖୋଜ ଛାତ୍ରୀ ହେଲେ ଆଇଟି ବିଭାଗର ଚିନ୍ମୟୀ ପ୍ରିୟଦର୍ଶୀ । ଆଜି ସେ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ । ସମାବର୍ତ୍ତନ ଉତ୍ସବ ପରେ ସାଙ୍ଗଙ୍କ ସହ ପିସି ବ୍ରିଜକୁ ଆସିଥିଲେ ।

ଏହା ପରେ ସେ ନିଖୋଜ ଅଛନ୍ତି । ଖବର ପାଇ ଅଗ୍ନିଶମ ବିଭାଗ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପେରସନ ଆରମ୍ଭ କରିଛନ୍ତି l ରାତି ଥିବାରୁ ସର୍ଚ୍ଚ ଅପରେସନରେ ଅସୁବିଧା ହେଉଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.