ଛାତ୍ରାବାସରୁ ନିଖୋଜ ହେଉଛନ୍ତି ପିଲା, ଜାଣୁ ନାହାନ୍ତି ଅଧିକାରୀ
ଜୟପୁର: ଛାତ୍ରବାସରୁ ପିଲା ଯାଉଛନ୍ତି ଫେରୁଛନ୍ତି ଅଥଚ ଜାଣୁ ନାହାନ୍ତି ଅଧିକାରୀ । ଅଭିଭାବକ କହୁଛନ୍ତି ରୋଷେୟା ଦାୟିତ୍ୱରେ ଚାଲିଛି ଛାତ୍ରାବାସ । ହଠାତ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ୨୦ ପିଲା କେଉଁଆଡ଼େ ନିଖୋଜ ହୋଇଗଲେ । ଖୋଜି ଖୋଜି ହତାଶ ହୋଇଗଲେ ଗ୍ରାମବାସୀ । ଗାଁ ଭିତରେ ଖୋଜି ଖୋଜି…