ଛାତ୍ରଛାତ୍ରୀ ସଂକ୍ରମିତ ହେବା ପରେ ବୁର୍ଲା ଭିସୁଟ୍‌ ବନ୍ଦ, ୧୦ରୁ ଚାଲିବ ଅନ୍‌ଲାଇନ୍‌ କ୍ଲାସ୍‌

ବନ୍ଦ ହେଲା ବୁର୍ଲା ଭିସୁଟ୍‌। ଛାତ୍ରଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ପରେ ଭିସୁଟ୍‌ ବନ୍ଦ ନିଷ୍ପତ୍ତି ନିଆଯାଇଛି। ବିଶ୍ୱବିଦ୍ୟାଳୟ ବନ୍ଦ ପରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଘରକୁ ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ୧୦ ତାରିଖରୁ ଚାଲିବ ଅନଲାଇନ କ୍ଲାସ୍‌। ସମସ୍ତ ଅଫଲାଇନ ପରୀକ୍ଷାକୁ ବାତିଲ କରିଛନ୍ତି ଭିସୁଟ୍‌ କର୍ତ୍ତୃପକ୍ଷ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.