Below header

ଭୁବନେଶ୍ୱରରେ ପୁଣି ୧୬ ଜଣ କରୋନା ପଜେଟିଭ ଚିହ୍ନଟ, ଗୋଟିଏ ଦିନରେ ୧୮ ରୋଗୀ

କେନ୍ୟୁଜ(ବ୍ୟୁରୋ): ଭୁବନେଶ୍ୱରରେ ପୁଣି ୧୬ ଜଣ କରୋନା ପଜେଟିଭ ଚିହ୍ନଟ। ଟ୍ୱିଟ କରି ସୂଚନା ଦେଲା ସ୍ୱାସ୍ଥ୍ୟ ବିଭଗ ଏହି ୧୬ ଜଣଙ୍କୁ ମିଶାଇ ରାଜ୍ୟରେ ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା ୩୯ରେ ପହଁଚିଲା। ବିଶେଷ କରି ଆଜି ଗୋଟିଏ ଦିନରେ ୧୮ଟି ପଜେଟିଭ ଚିହ୍ନଟ ହୋଇଛି। ଯାହା ରାଜ୍ୟବାସୀଙ୍କ ଚିନ୍ତାକୁ ଦୁଇଗୁଣିତ କରିଦେଇଛି ।

ଏହି 16 ଜଣଙ୍କ ଭିତରୁ 15 ଜଣ ହେଉଛନ୍ତି ବମିଖାଲ ଅଂଚଳର । ତେଣୁ ଘରକୁ ଘର ବୁଲି ସର୍ଭେ ଚାଲିଛି । ପ୍ରତ୍ୟେକ ସଂଦିଗ୍ଧ ଏବଂ ଟିସ]ଅଗ୍ଫଂକ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଆଇଶୋଲେସନରେ ରଖିବା ସହ ସେମାନଙ୍କ ନମୂନା ପରୀକ୍ଷା କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.