ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡାଙ୍କ ନାଁରେ ପୁଣି ମାମଲା

କେନ୍ୟୁଜ (ବ୍ୟୁରୋ): ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡାଙ୍କ ନାଁରେ ପୁଣି ମାମଲା । ଏତଲା ଦେଲେ ସାରୁଅ ଓ ଲୋକନାଥପୁର ଗାଁଲୋକ । ବାଘମାରୀ ଥାନାରେ ମାମଲା ରୁଜୁ ହୋଇଛି । ଅଭିଯୋଗକାରୀ ଏତଲାରେ ଜଗିଙ୍କ ବାପା, ଭାଇ ଧମକାଉଥିବା ଅଭିଯୋଗ କରିଛନ୍ତି । ପୋଖରୀକୁ ବ୍ୟବହାର ନକରିବାକୁ ଧମକ ଦେଉଥିଲେ । ଜାତିଗତ ଆକ୍ଷେପ କରିଥିବା ନେଇ ଅଭିଯୋଗ ବି ହୋଇଛି । IPCର ଧାରା ୩୪, ୪୪୭, ୫୦୬, SC/ST ଆକ୍ଟରେ ମାମଲା ରୁଜୁ ହୋଇଛି ।