Below header

ଆକାଶ ପାଠକଙ୍କୁ ସର୍ତ୍ତମୂଳକ ଜାମିନ୍‌ ପ୍ରଦାନ କଲେ ହାଇକୋର୍ଟ

କଟକ(କେନ୍ଯୁଜ୍): ଆକାଶ ପାଠକଙ୍କୁ ଜାମିନ୍‌। ସର୍ତ୍ତମୂଳକ ଜାମିନ୍‌ ପ୍ରଦାନ କରିଛନ୍ତି ହାଇକୋର୍ଟ। ବୈଦ୍ୟନାଥପୁର ଥାନା ମାମଲାରେ ଆକାଶଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି। ଏପର୍ଯ୍ୟନ୍ତ ତାଙ୍କୁ ୫ଟି ମାମଲାରେ ଜାମିନ ମିଳିସାରିଛି। କିନ୍ତୁ ସେ ଏବେ ଜେଲରୁ ମୁକୁଳି ପାରିବେନି।

ଏବେ ବି କ୍ରାଇମ୍‌ବ୍ରାଞ୍ଚ ମାମଲାରେ ତାଙ୍କୁ ଜାମିନ ମିଳିନାହିଁ। ଟାଟା କମ୍ପାନୀରେ ଚାକିରୀ ଦେବା ନାଁରେ ଠକେଇ ଅଭିଯୋଗରେ ଗିରଫ ହୋଇଥିଲେ ଆକାଶ। ପୂର୍ବରୁ ଆକାଶଙ୍କ ବାପା ତଥା ପୂର୍ବତନ ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ୍‌ ପ୍ରଦାନ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.