ଭୁବନେଶ୍ୱର(କେନ୍ଯୁଜ୍): ବନ୍ଦ ହେଲା ଭୁବନେଶ୍ୱର ଏକ ନମ୍ବର ହାଟ। କୋଭିଡ୍ ଗାଇଡଲାଇନ୍ ଉଲ୍ଲଘଂନ ଅଭିଯୋଗରେ ବନ୍ଦ ହେଲା ହାଟ। ଜୁଲାଇ ୧ତାରିଖ ଯାଏ ବନ୍ଦ ରହିବ ଏକ ନମ୍ବର ହାଟ।
ବିଏମ୍ସି ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି।