Below header

କଟକରେ କାଲି ଠାରୁ ଖୋଲିବ ସମସ୍ତ ଧାର୍ମିକନୁଷ୍ଠାନ, ମହାନଗର ନିଗମ ପକ୍ଷରୁ ମିଳିଲା ସୂଚନା

କଟକ(କେନ୍ୟୁଜ୍):  କଟକରେ କାଲି ଠାରୁ ଖୋଲିବ ସମସ୍ତ ଧାର୍ମିକ ଅନୁଷ୍ଠାନ। କୋଭିଡ ନିୟମ ଅନୁଯାୟୀ ଶ୍ରଦ୍ଧାଳୁ ମାନେ ମନ୍ଦିରକୁ ପ୍ରବେଶ କରି ଠାକୁର ଦର୍ଶନ କରିପାରିବେ। ସମସ୍ତ ଥାନା ଅଧୀନରେ ଆସୁଥିବା ମନ୍ଦିର ଗୁଡିକ ବାହାରେ ଓ ମନ୍ଦିର ଭିତରେ ପୋଲିସ ଯାଞ୍ଚ କରିବେ।

କୋଭିଡ ନିୟମ ଖିଲାପ କାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ। କଟକ ମହାନଗର ନିଗମ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.