Below header

ରାଜନୈତିକ ଶତ୍ରୁତାରୁ ସରପଞ୍ଚଙ୍କୁ ଆକ୍ରମଣ ଅଭିଯୋଗ

ରାଜନୈତିକ ଶତ୍ରୁତାରୁ ସରପଞ୍ଚଙ୍କୁ ଆକ୍ରମଣ ଅଭିଯୋଗ। ଯାଜପୁର ଦଶରଥପୁର ବ୍ଲକ ଚଷାଖଣ୍ଡର ମହିଳା ସରପଞ୍ଚ ଓ ତାଙ୍କ ସ୍ବାମୀଙ୍କ ଉପରେ ଆକ୍ରମଣ। ଚଷାଖଣ୍ଡ ମାଣିକ ଛକରେ ଆକ୍ରମଣ ହୋଇଛି।

ଯାଜପୁର : ରାଜନୈତିକ ଶତ୍ରୁତାରୁ ସରପଞ୍ଚଙ୍କୁ ଆକ୍ରମଣ ଅଭିଯୋଗ। ଯାଜପୁର ଦଶରଥପୁର ବ୍ଲକ ଚଷାଖଣ୍ଡର ମହିଳା ସରପଞ୍ଚ ଓ ତାଙ୍କ ସ୍ବାମୀଙ୍କ ଉପରେ ଆକ୍ରମଣ। ଚଷାଖଣ୍ଡ ମାଣିକ ଛକରେ ଆକ୍ରମଣ ହୋଇଛି। ଆକ୍ରମଣରେ ସରପଞ୍ଚ ପ୍ରତିଭା ମଲ୍ଲିକ ଓ ତାଙ୍କ ସ୍ବାମୀ ରଞ୍ଜନ ମଲ୍ଲିକ ଗୁରୁତର ହୋଇଛନ୍ତି। ଉଭୟଙ୍କୁ ଯାଜପୁର ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ଉଭୟଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପୂର୍ବତନ ସରପଞ୍ଚ ସୁବାସ ମହଲା ଓ ତାଙ୍କ ଭାଇ ବିଚ୍ ରାସ୍ତାରେ ଅଟକାଇ ଇଟାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ମଙ୍ଗଳପୁର ପୋଲିସ ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.