ଦୁଇ ଦୁଇଟି ପଦବିରେ ଚାକିରି କରୁଛନ୍ତି ଜଣେ ମହିଳା, ଅନିମିୟତତାକୁ ନେଇ ଚର୍ଚ୍ଚା
ଲୋକଙ୍କୁ ମିଳୁନି ଚାକିରି । ଚାକିରି ପାଇଁ ହୀନସ୍ଥା ହେଉଛନ୍ତି ଯୁବପିଢ଼ି । କିନ୍ତୁ ଏଠାରେ ଜଣେ ମହିଳା ଦୁଇ ଦୁଇଟି ପଦବିରେ ଅଛନ୍ତି । ସରକାରଙ୍କ ପାଇଁ ବେକାରୀ ସମସ୍ୟା ମୁଣ୍ତବିନ୍ଧାର କାରଣ ପାଲିଟିଛି । କିନ୍ତୁ ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ବାଲିପଶି ପଞ୍ଚାୟତର ୱାର୍ଡମେମ୍ବର ତଥା ନାଏବ…