Below header

ଆସନ୍ତାକାଲି ଅଁଳା ନବମୀ, ଓଡ଼ିଆଣୀ ବେଶରେ ଦର୍ଶନ ଦେବେ ମା’ରାଧାରାଣୀ

ଆସନ୍ତାକାଲି ଅଁଳା ନବମୀ ।  ଓଡ଼ିଆଣୀ ବେଶ ହେବେ ମା'ରାଧାରାଣୀ । ରାତି ୩ଟାରୁ ମନ୍ଦିର ଖୋଲାଯାଇ ମଙ୍ଗଳ ଆଳତୀ, ଅବକାଶ ନୀତି କରାଯିବା ପରେ ସାକ୍ଷୀ ଗୋପିନାଥ ଓ ରାଧାରାଣୀଙ୍କୁ ରାଧା ଦାମୋଦର ବେଶରେ ସୁସଜ୍ଜିତ କରାଯିବା ଅଁଳା ନବମୀ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଶାସନିକ ଅଧିକାରୀ ଓ ସେବାୟତଙ୍କୁ ନେଇ ଦ୍ବିତୀୟ ସମନ୍ବୟ ବୈଠକ କରାଯାଇଛି ।

ପିପିଲି(କେନ୍ୟୁଜ): ଆସନ୍ତାକାଲି ଅଁଳା ନବମୀ ।  ଓଡ଼ିଆଣୀ ବେଶ ହେବେ ମା’ରାଧାରାଣୀ । ରାତି ୩ଟାରୁ ମନ୍ଦିର ଖୋଲାଯାଇ ମଙ୍ଗଳ ଆଳତୀ, ଅବକାଶ ନୀତି କରାଯିବା ପରେ ସାକ୍ଷୀ ଗୋପିନାଥ ଓ ରାଧାରାଣୀଙ୍କୁ ରାଧା ଦାମୋଦର ବେଶରେ ସୁସଜ୍ଜିତ କରାଯିବା ଅଁଳା ନବମୀ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଶାସନିକ ଅଧିକାରୀ ଓ ସେବାୟତଙ୍କୁ ନେଇ ଦ୍ବିତୀୟ ସମନ୍ବୟ ବୈଠକ କରାଯାଇଛି ।

ଚଳିତ ବର୍ଷ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ବ୍ୟବସ୍ଥାରେ ଉପରେ ବୈଠକରେ ଆଲୋଚନା କରାଯାଇଛି । ରାଧାପାଦ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ୩ ଥାକିଆ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛିା ଲମ୍ବା ଲାଇନରେ ଶ୍ରଦ୍ଧାଳୁ ଆସି ସାମିଆନା ତଳେ ଧାଡିରେ ଠିଆ ହୋଇ ଦର୍ଶନ କରିବୋ ଅଳାଁ ନବମୀ ପାଇଁ ପ୍ରଶାସନ ପକ୍ଷରୁ ମନ୍ଦିର ଆଲୋକୀକରଣ, ସଫେଇ ଓ ରଙ୍ଗକାର୍ଯ୍ୟ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.