Below header

ହତ୍ୟାକାରୀକୁ ଆଜୀବନ ଜେଲ ଦଣ୍ଡାଦେଶ ସହିତ ୨୫ ହଜାର ଟଙ୍କା ଜୋରିମାନା

ତ୍ୟାକାରୀକୁ ଆଜୀବନ ଜେଲ ଦଣ୍ଡାଦେଶ ସହିତ ୨୫ ହଜାର ଟଙ୍କା ଜୋରିମାନା ଶୁଣାଇଲେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ । ଆନନ୍ଦପୁର ଥାନା ପଇତାପାଣି ଗାଁରେ ଘରୋଇ ଶତ୍ରୁତାକୁ କେନ୍ଦ୍ରକରି ୨୦୨୦ ମସିହା ନଭେମ୍ବର ମାସରେ ବିଭିଶଣ ହୋତା ଙ୍କ ତିରମାଡରେ ପ୍ରତାପ ନାୟକଙ୍କର ମୃତ୍ୟୁ ହୋଇଥିଲା ।

ଆନନ୍ଦପୁର : ହତ୍ୟାକାରୀକୁ ଆଜୀବନ ଜେଲ ଦଣ୍ଡାଦେଶ ସହିତ ୨୫ ହଜାର ଟଙ୍କା ଜୋରିମାନା ଶୁଣାଇଲେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ । ଆନନ୍ଦପୁର ଥାନା ପଇତାପାଣି ଗାଁରେ ଘରୋଇ ଶତ୍ରୁତାକୁ କେନ୍ଦ୍ରକରି ୨୦୨୦ ମସିହା ନଭେମ୍ବର ମାସରେ ବିଭିଶଣ ହୋତା ଙ୍କ ତିରମାଡରେ ପ୍ରତାପ ନାୟକଙ୍କର ମୃତ୍ୟୁ ହୋଇଥିଲା । ପ୍ରତାପଙ୍କ ସ୍ତ୍ରୀଙ୍କ ଅଭିଯୋଗକ ଓ ୧୮ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ହତ୍ୟାକାରୀ ବିଭୀଷଣକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ଆନନ୍ଦପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.