Below header

ଖୋର୍ଦ୍ଧାରୁ ୧୦୨ କରୋନା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ୧୧୦୧ କରୋନା ଆକ୍ରାନ୍ତ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ):  ଆଜି ରାଜ୍ୟରେ ୧୧୦୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।  ସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୦୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।  ସେହିଭଳି ସୁନ୍ଦରଗଡର ୯୬, କଟକର ୮୯, ମୟୂଭଞ୍ଜର ୬୮, ବଲାଙ୍ଗିରର ୬୨,ବରଗଡର ୬୦, ପୁରୀର ୬୦,କଳାହାଣ୍ଡିର ୫୮, ଜଗତସିଂହପୁରର ୫୫, ଅନୁଗୁଳର ୫୪, କେନ୍ଦ୍ରାପଡାର ୪୭ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିଭଳି ନୂଆପଡାର ୪୪, କେନ୍ଦୁଝରର ୪୨,ସମ୍ବଲପୁରର ୩୭,ଭଦ୍ରକର ୨୮,ଯାଜପୁରର ୨୬,ଢେଙ୍କାନାଳର ୨୩, ବାଲେଶ୍ବରର ୨୨, ନୟାଗଡର ୧୪,ଗଞ୍ଜାମର ୧୩, ଝାରସୁଗୁଡାର ୧୩, କନ୍ଧମାଳର ୧୧, ନବରଙ୍ଗପୁରର ୧୧, ସୋନପୁରର ୧୧, କୋରାପୁଟର ୧୦, ବୌଦ୍ଧର ୭, ଗଜପତିର ୬, ମାଲକାନଗିରିର ୬, ଦେବଗଡରର ୪, ରାୟଗଡାର ୪ ଓ ଷ୍ଟେଟପୁଲରୁ ୧୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ଟ୍ବିଟ ଯୋଗେ ସୂଚନା ଦେଇଛି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଆଜିର ସୁସ୍ଥଙ୍କୁ  ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା ୩୦୩୮୯୭ରେ ପହଞ୍ଚିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.