ରାଜ୍ୟରେ ଆଜି ୨୩୪୧ କରୋନା ଆକ୍ରାନ୍ତ ସୁସ୍ଥ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୭୧
ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ୍ ସଂକ୍ରମଣରୁ ୨୩୪୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଅଛନ୍ତି ୫୭୧ ଜଣ । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ ଜରିଆରେ ଏହି ସୂଚନା ଦେଇଛି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୩୫ ହଜାର ୭ରେ ପହଂଚିଛି ।
Another 2341 Covid patients have recovered and are being discharged on 20.07.2021
571 from Khordha
286 from Cuttack
164 from Baleswar
141 from Puri
121 from Kendrapara
103 from Mayurbhanj
98 from Jajapur
76 from Jagatsinghpur
72 from Nayagarh
70 from Dhenkanal
65 from Bhadrak— H & FW Dept Odisha (@HFWOdisha) July 20, 2021
ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ , ଆଜି କଟକ ଜିଲ୍ଳାରୁ ୨୮୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ବାଲେଶ୍ୱରରୁ ୧୬୪, ପୁରୀରୁ ୧୪୧, କେନ୍ଦ୍ରାପଡ଼ାରୁ ୧୨୧, ମୟୂରଭଂଜରୁ ୧୦୩, ଯାଜପୁରରୁ ୯୮, ଜଗତସିଂହପୁରରୁ ୭୬, ନୟାଗଡ଼ରୁ ୭୨, ଢେଙ୍କାନାଳରୁ ୭୦ ଓ ଭଦ୍ରକରୁ ୬୫ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।
62 from Sundargarh
59 from Keonjhar
50 from Anugul
50 from Rayagada
45 from Malkangiri
30 from Sambalpur
24 from Bolangir
23 from Koraput
21 from Kandhamal
17 from Jharsuguda
14 from Sonepur
11 from Bargarh
11 from Ganjam
11 from Kalahandi
9 from Nabarangpur
7 from Deogarh— H & FW Dept Odisha (@HFWOdisha) July 20, 2021
ସେହିପରି ସୁନ୍ଦରଗଡ଼ରୁ ୬୨, କେନ୍ଦୁଝରରୁ ୫୯, ଅନୁଗୁଳ ଏବଂ ରାୟଗଡ଼ାରୁ ୫୦ ଜଣ ଲେଖାଏଁ, ମାଲକାନଗିରିରୁ ୪୫, ସମ୍ବଲପୁରରୁ ୩୦, ବଲାଙ୍ଗୀରରୁ ୨୪, କୋରାପୁଟରୁ ୨୩, କନ୍ଧମାଳରୁ ୨୧, ଝାରସୁଗୁଡ଼ାରୁ ୧୭, ସୁବର୍ଣ୍ଣପୁରରୁ ୧୪, ବରଗଡ଼, ଗଂଜାମ ଏବଂ କଳାହାଣ୍ଡିରୁ ୧୧ ଜଣ ଲେଖାଏଁ, ନବରଂଗପୁରରୁ ୯, ଦେବଗଡ଼ରୁ ୭, ଗଜପତିରୁ ୬, ବୌଦ୍ଧରୁ ୪, ନୂଆପଡ଼ାରୁ ୩ ଓ ରାଜ୍ୟପୁଲରୁ ୧୧୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
6 from Gajapati
4 from Boudh
3 from Nuapada
117 from State PoolThe total recovered cases of Odisha now stand at 935007
— H & FW Dept Odisha (@HFWOdisha) July 20, 2021