Below header

ରାଜ୍ୟରେ ଆଜି ୨୫୦୩ କରୋନା ଆକ୍ରାନ୍ତ ସୁସ୍ଥ, ଖୋର୍ଦ୍ଧାର ସର୍ବାଧିକ ୩୬୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ): ଆଶ୍ବସ୍ତିକର ଖବର ଦେଲା ସ୍ବାସ୍ଥ୍ୟ ବିଭାଗ। ରାଜ୍ୟରେ ଆଜି ୨୫୦୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ଟ୍ବିଟ  ଯୋଗେ ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ। ଆଜି ସୁସ୍ଥଙ୍କ ମଧ୍ୟରେ ଖୋର୍ଦ୍ଧାର ସର୍ବାଧିକ ୩୬୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହା ସହିତ କଟକର ୨୮୧, ଗଞ୍ଜାମର ୨୦୪, ରାୟଗଡାର ୧୮୦, ସମ୍ବଲପୁରର ୧୪୯, ନୟାଗଡର ୧୩୫, ବାଲେଶ୍ବର ୧୩୨, ମୟୂରଭଞ୍ଜର ୧୦୭, ପୁରୀର ୧୦୨, କୋରାପୁଟର ୯୫,ଝାରସୁଗୁଡାର ୭୧, ବରଗଡର ୭୦, ଭଦ୍ରକର ୭୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଏହା ସହିତ ବୌଦ୍ଧର ୭୦, ମାଲକାନଗିରିର ୬୭, କନ୍ଧମାଳର ୫୨, ଗଜପତିର ୪୮, ନବରଙ୍ଗପୁରର ୪୪, କେନ୍ଦ୍ରାପଡାର ୪୩, କଳାହାଣ୍ଡିର ୩୮,ବଲାଙ୍ଗିରର ୩୬, ଯାଜପୁରର ୩୩, ସୋନପୁରର ୨୬, କେନ୍ଦୁଝରର ୨୧, ଢେଙ୍କାନାଳର ୧୯,ଜଗତସିଂହପୁରର ୧୫, ସୁନ୍ଦରଗଡର ୧୫,ନୂଆପଡାର ୭, ଅନୁଗୁଳର ୩, ଦେବଗଡର ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.