Below header

ଖୋର୍ଦ୍ଧା ଜିଲ୍ଲାର ୫୦୦ ଆକ୍ରାନ୍ତଙ୍କୁ  ମିଶାଇ ରାଜ୍ୟରେ ଆଜି ୨୭୭୫ କରୋନା ଆକ୍ରାନ୍ତ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ):  ଖୋର୍ଦ୍ଧା ଜିଲ୍ଲାର ୫୦୦ ଆକ୍ରାନ୍ତଙ୍କୁ  ମିଶାଇ ରାଜ୍ୟରେ ଆଜି ୨୭୭୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ଟ୍ବିଟ  ଯୋଗ ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ। ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ନୂଆପଡାର ୧୮୯,କଟକର ୧୮୩,ବରଗଡ ୧୪୮,କେନ୍ଦ୍ରାପଡାର ୧୩୬, ଅନୁଗୁଳର ୧୨୩, ଯାଜପୁରର ୧୧୭,ଭଦ୍ରକର ୧୧୪,ସମ୍ବଲପୁରର ୧୦୫ମୟୂରଭଞ୍ଜର ୧୦୦ ବଲାଙ୍ଗିରର ୮୯ ଜଣ।

ସେହିଭଳି କେନ୍ଦୁଝରର ୭୯,ନବରଙ୍ଗପୁରର ୭୩, ସୁନ୍ଦରଗଡର ୭୧,ମାଲକାନଗିରିର ୭୦, ଢେଙ୍କାନାଳର ୬୯,ବାଲେଶ୍ବରର ୬୭, ଜଗତସିଂହପୁରର ୫୮,କନ୍ଧମାଳର ୪୮,ସୋନପୁରର ୪୭, ରାୟଗଡାର ୪୬, ପୁରୀର ୪୩,ଝାରସୁଗୁଡାର ୩୯,କଳାହାଣ୍ଡିର ୩୯,କୋରାପୁଟର ୩୫, ନୟାଗଡର ୩୦, ଗଞ୍ଜାମର ୨୩, ଦେବଗଡର ୨୦,ବୌଦ୍ଧର ୭,ଗଜପତିର ୭, ଷ୍ଟେଟପୁଲର ୧୦୦ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.