Below header

ଆଜି ରଜ୍ୟରୁ ୩୨୧୭ କରୋନା ଆକ୍ରାନ୍ତ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ):  ଆଜି ରଜ୍ୟରୁ ୩୨୧୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁସ୍ଥଙ୍କ ମଧ୍ୟରେ ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ଅଛନ୍ତି। ଆଜିର ସୁସ୍ଥଙ୍କ ମଧ୍ୟରେ ଅଛନ୍ତି  ଖାର୍ଦ୍ଧାର ୬୪୭, ମୟୂରଭଞ୍ଜର ୨୮୧, କଟକର ୨୭୫,ବରଗଡର ୨୧୮,ରାୟଗଡାର ୨୦୬,ଗଞ୍ଜାମର ୧୨୬,କେନ୍ଦୁଝରର ୧୧୬,ଯାଜପୁରର ୧୧୨, କୋରାପୁଟର ୧୧୨, ପୁରୀର ୧୦୩ ଝାରସୁଗୁଡାର ୯୬ ଜଣ ସୁସ୍ଥ ହୋଇଛନ୍ତି।


ସେହିଭଳି ନବରଙ୍ଗପୁରର ୭୯, ନୂଆପଡାର ୭୯,ସୁନ୍ଦରଗଡର ୭୯,ସମ୍ବଲପୁରର ୭୫,ଅନୁଗୁଳର ୬୯,ଢେଙ୍କାନାଳର ୬୯,କେନ୍ଦ୍ରାପଡାର ୫୯,ଭଦ୍ରକର ୫୪,ଜଗତସିଂହପୁରର ୫୪, ସୋନପୁରର ୫୩, ବାଲେଶ୍ବର ୪୯, ନୟାଗଡର ୪୯,କନ୍ଧମାଳର ୩୬,ମାଲକାନଗିରିର ୨୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।

ସେହିଭଳି ଗଜପତିରୁ ୨୧, କଳାହାଣ୍ଡିରୁ ୧୨, ବୌଦ୍ଧରୁ ୭,ଦେବଗଡରୁ ୪ ଜଣ ଆକ୍ରାନ୍ତ କେରୋନାରୁ ସୁସ୍ଥ ହୋଇଥିବାର ଟ୍ବିଟ  ଯୋଗେ ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.