Below header

ଆଜି କଟକ ସହରରୁ ୩୪୩ କରୋନା ଆକ୍ରାନ୍ତ ଚିହ୍ନଟ, ଲୋକାଲ କଣ୍ଟାକ୍ଟ କେସରୁ ୨୦୦ ଆକ୍ରାନ୍ତ

କେନ୍ୟୁଜ୍(ବ୍ୟୁରୋ): ଆଜି କଟକ ସହରରୁ ୩୪୩   କରୋନା ଆକ୍ରାନ୍ତ ଚିହ୍ନଟ।  ଆଜିର ଆକ୍ରାନ୍ତଙ୍କ ମଧ୍ୟରେ କ୍ବାରେଣ୍ଟାଇନରୁ ୧୪୩  ଓ ଲୋକାଲ କଣ୍ଟାକ୍ଟ କେସରୁ ୨୦୦ ଜଣ   ଆକ୍ରାନ୍ତ ହୋଇଛନ୍ତି ।

ସିଏମସି ସୂଚନା ମୁତାବକ ସରକାରୀ କ୍ବାରେଣ୍ଟାଇନରୁ  ୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରେ ୫ ଜଣ କୋଭିଡ ଯୋଦ୍ଧା, ୩୪ ଜଣ ପୁରୁଷ ଓ ୧୩ ଜଣ ମହିଳା ଅଛନ୍ତି । ସେହିଭଳି ହୋମ କ୍ବାରେଣ୍ଟାଇନରୁ ୯୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅରୁଣଦୋୟ ନଗରରୁ ୮ ଜଣ, ସିଡିଏ ସେକ୍ଟର-୧୦ରୁ ୭ ଜଣ, ଭାନପୁରରୁ ୬ ଜଣ, ସିଡିଏ ସେକ୍ଟର-୬, ବିଦ୍ୟାଧରପୁରରୁ ୫ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.