Below header

ଆଜି ରାଜ୍ୟରୁ ୪୦୯୦ କରୋନା ଆକ୍ରାନ୍ତ ସୁସ୍ଥ, ଖୋର୍ଦ୍ଧାର ସର୍ବାଧିକ ୬୦୫ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ): ଆଜି ରାଜ୍ୟରୁ ୪୦୯୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜିର ସୁସ୍ଥଙ୍କ ମଧ୍ୟରେ ଖୋର୍ଦ୍ଧାର ସର୍ବାଧିକ ୬୦୫ କରୋନା ଆକ୍ରାନ୍ତ ସୁସ୍ଥହୋଇଛନ୍ତି। ସେହିଭଳି ପୁରୀର ୪୧୨,କଟକର ୩୭୧,ବରଗଡର ୧୬୯,ନବରଙ୍ଗପୁରର ୧୬୦,ସନ୍ଦରଗଡର ୧୫୫, କେନ୍ଦ୍ରାପଡାର ୧୪୫,ରାୟଗଡାର  ୧୪୫,ଯାଜପୁରର ୧୩୯,ବଲାଙ୍ଗିରର ୧୨୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିଭଳି ଜଗତସିଂହପୁରର ୧୨୧, କୋରାପୁଟର ୧୨୦,ମୟୂରଭଞ୍ଜ ୧୧୫,ସୋନୁପରର ୧୧୦,ଭଦ୍ରକର ୧୦୪,ସମ୍ବଲପୁରର ୯୯,ଝାରସୁଗୁଡାର ୯୩,କେନ୍ଦୁଝର ୯୨, ବାଲେଶ୍ବରର ୯୧,ନୟାଗଡର ୮୩,ନୂଆପଡାର ୭୮,ଅନୁଗୁଳର ୬୬,ଗଞ୍ଜାମର ୫୬,ଢେଙ୍କାନାଳର ୫୦,କଳାହାଣ୍ଡିର ୪୪,ମାଲକାନଗିରିର ୪୪, କନ୍ଧମାଳର ୩୮, ବୌଦ୍ଧର ୧୮,ଗଜପତିର ୧୮, ଦେବଗଡର ୧୪, ଷ୍ଟେଟ ପୁଲରୁ ୨୧୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜିର ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ସୁସ୍ଥ ସଂଖା ୧,୪୧,୬୫୭ରେ ପହଞ୍ଚିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.