Below header

ମୟୁରଭଞ୍ଜର ୫୬ ଜଣ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ୬୬୦ଜଣ କରୋନା ଆକ୍ରାନ୍ତ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ):  ଆଜି ରାଜ୍ୟରୁ ୬୬୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜିର ସୁସ୍ଥଙ୍କ ମଧ୍ୟରେ  ମୟୁରଭଞ୍ଜରୁ ଆଜି ୫୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିଭଳି  ଅନୁଗୁଳରୁ ୫୫ଜଣ, ଖୋର୍ଧାରୁ ୫୪ଜଣ, ସୁନ୍ଦରଗଡ଼ରୁ ୪୬ଜଣ, ବଲାଙ୍ଗୀରରୁ ୪୨ଜଣ, ଜଗତସିଂହପୁରରୁ ୩୯ଜଣ, ବାଲେଶ୍ବରରୁ ୩୮ଜଣ, କଟକରୁ ୩୮ଜଣ, କେନ୍ଦୁଝରରୁ ୩୭ଜଣ, ଝାରସୁଗୁଡ଼ାରୁ ୨୮ଜଣ, କେନ୍ଦ୍ରାପଡ଼ାରୁ ୨୬ଜଣ, ନୂଆପଡ଼ାରୁ ୨୬ଜଣ, ପୁରୀରୁ ୨୩ଜଣ, ସମ୍ବଲପୁରରୁ ୨୩ଜଣ, ବରଗଡ଼ରୁ ୧୭ଜଣ, ଯାଜପୁରରୁ ୧୭ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି  ଢ଼େଙ୍କାନାଳରୁ ୧୬ଜଣ, ଭଦ୍ରକରୁ ୧୫ଜଣ, କଳାହାଣ୍ଡିରୁ ୧୧ଜଣ, ମାଲକାନଗିରିରୁ ୮ଜଣ, ନବରଙ୍ଗପୁରରୁ ୮ଜଣ, ଦେବଗଡ଼ରୁ ୪ଜଣ, କୋରାପୁଟରୁ ୪ଜଣ, ରାୟଗଡ଼ାରୁ୪ଜଣ, କନ୍ଧମାଳରୁ ୩ଜଣ, ନୟାଗଡ଼ରୁ ୩ଜଣ, ଗଜପତିରୁ ୨ଜଣ, ସୁବର୍ଣ୍ଣପୁରରୁ ୨ଜଣ ଓ ଷ୍ଟେଟପୁଲରୁ ୧୧ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜିର ସୁସ୍ଥଙ୍କ ମିଶାଇ  ରାଜ୍ୟରେ   ୩୧୩୩୯୪ଜଣ କରୋନା ଆକ୍ରାନ୍ତ   ସୁସ୍ଥ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.