କଟକରେ ଦାଦାବଟି ମାଗି ଆଉଜଣେ ଗ୍ୟାଙ୍ଗଷ୍ଟାର ଗିରଫ

କେନ୍ୟୁଜ ବ୍ୟୁରୋ : କଟକରେ ଦାଦାବଟି ମାଗି ପୁଣି ଜଣେ ଗ୍ୟାଙ୍ଗଷ୍ଟାର ଗିରଫ । ଗ୍ୟାଙ୍ଗଷ୍ଟାର ମୁନା ଲାଡେନକୁ ଗିରଫ କରିଛି ଦରଘା ବଜାର ପୋଲିସ । ତାଠାରୁ ଗୋଟିଏ ବନ୍ଧୁକ ଓ ୬ଟି ଗୁଳି ଜବତ ହୋଇଛି । ମୁନା ଲାଡେନ ଟିଟୋର ସହଯୋଗୀ ଥିଲା ବୋଲି କହିଛନ୍ତି କଟକ ଡିସିପି । ବହୁ ଅପରାଧିକ ମାମଲାରେ ଜଡିତ ଥିଲା ମୁନା ଲାଡେନ ।

 

 

 

Leave A Reply

Your email address will not be published.