Below header

୨୯ରେ ଆଣ୍ଡାମାନ ସାଗରରେ ଲଘୁଚାପ,ଓଡ଼ିଶାରେ ପହଞ୍ଚିବା ପୂର୍ବରୁ ହୋଇପାରେ ବାତ୍ୟା

କେନ୍ୟୁଜ୍(ବ୍ୟୁରୋ):  ଆଣ୍ଡାମାନ ସାଗରରେ ବାତ୍ୟା ଆଶଙ୍କା । ଆସନ୍ତା ସପ୍ତାହ ଅର୍ଥାତ ୨୯ରେ ଆଣ୍ଡାମାନ ସାଗରରେ ଲଘୁଚାପ ହେବ । ଓଡ଼ିଶା, ବାଂଲାଦେଶ ଓ ଉତ୍ତରପୂର୍ବ ଭାରତରେ ପହଞ୍ଚିବା ପୂର୍ବରୁ ଏହା ଶକ୍ତିଶାଳୀ ହୋଇ ବାତ୍ୟାର ରୂପ ନେଇପାରେ । ଏଭଳି ପୂର୍ବାନୁମାନ କରିଛନ୍ତି ଆମେରିକାର ପାଣିପାଗ ସଂସ୍ଥା ଆକ୍ୟୁ ୱେଦର ବିଜ୍ଞାନୀ ଜାସନ୍‌ ନିକୋଲସ ।

ପ୍ରଭାବରେ ଆନ୍ଧ୍ର ପ୍ରଦେଶ, ତାମିଲନାଡୁ, କେରଳ ଓ କର୍ଣ୍ଣାଟକ, ଶ୍ରାଲଙ୍କାରେ ପ୍ରବଳ ବର୍ଷା ସହ ବନ୍ୟାର ସମ୍ଭାବନା ରହିଛି । ତେବେ ଏ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.