Below header

ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣାଙ୍କ ଆଉ ଏକ କଳାକୃତି, ଆଇସ୍କ୍ରିମ କାଠିରେ ଗଢିଲେ ୨.ସେମି ଉଚ୍ଚତାର ଗଣେଶ ମୂର୍ତ୍ତି

ବ୍ରହ୍ମପୁର(କେନ୍ୟୁଜ୍): ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣାଙ୍କ ଆଉ ଏକ ସଫଳତା । ଗଣେଶ ପୂଜା ଅବସରରେ ସତ୍ୟ ନାରାୟଣ ମହାରଣାଙ୍କ ନିଆରା କଳା କୃତି ଆଇସ୍କ୍ରିମ କାଠି, ଦିଆସିଲି ଓ ଚୁମ୍ କିରେ ୭ଟି ଗଣେଶ ମୂର୍ତ୍ତିକୁ ନିଆରା ଢଙ୍ଗ ରେ ଗଢ଼ିଛନ୍ତି। ଆଇସ୍କ୍ରିମ କାଠି ତିଆରି ମୂର୍ତ୍ତିର ଉଚ୍ଚତା ୨.ସେମି ୨.୫ସେମି .୪.୫ସେମି ୩ଟି ମୂର୍ତ୍ତ ଦିଆସିଲ କାଠି ର ଉଚ୍ଚତା ୩.୫ସେମି ଚୁମ୍ କି ରେ ତିଆରି ମୂର୍ତ୍ତି ର ଉଚ୍ଚତା ୨ସେମି,୪.୫ସେମି,୮ସେମି ୩ଟି ମୂର୍ତ୍ତି ଗଢିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.