Below header

ଅସୀମ ଅମିତାଭ ଦାଶ ପୁଣି ଥରେ ମାନବିକ ଅଧିକାର ଆୟୋଗର ହେଲେ ସଦସ୍ୟ, ସୂଚନା କମିଶନର ହେଲେ ସୁଶାନ୍ତ କୁମାର ମହାନ୍ତି

କେନ୍ୟୁଜ୍(ବ୍ୟୁରୋ): ଅସୀମ ଅମିତାଭ ଦାଶ ପୁଣି ଥରେ ମାନବିକ ଅଧିକାର ଆୟୋଗର ସଦସ୍ୟ ନିଯୁକ୍ତ । ହାଇ ପାୱାର କମିଟି ଦ୍ୱାରା ନିଯୁକ୍ତ ହେଲେ ଅସୀମ ଅମିତାଭ ଦାଶ । ପୂର୍ବରୁ ୩ ବର୍ଷ ପାଇଁ ଏହି ପଦବୀରେ ସଫଳତାର ସହ ସେ କାର୍ଯ୍ୟ କରିଛନ୍ତି । ଦ୍ୱିତୀୟ ଥର ପାଇଁ ରାଜ୍ୟ ସରକାର ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥିବାରୁ ଧନ୍ୟବାଦ ଅର୍ପଣ କରିଛନ୍ତି ।()

ସୁଶାନ୍ତ କୁମାର ମହାନ୍ତିଙ୍କୁ ରାଜ୍ୟ ସୂଚନା କମିଶନର ନିଯୁକ୍ତ । ସୁଶାନ୍ତ ମହାନ୍ତିଙ୍କୁ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର । ରାଜ୍ୟପାଳଙ୍କ ଅନୁମୋଦନ ପରେ ସୂଚନା ଓ ଲୋକସମ୍ପର୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.