ସୁନ୍ଦରଗଡ଼ ସାଲେପାଲି ଠାରେ ସାମ୍ବାଦିକଙ୍କ ଉପରେ ବିଜେପି କର୍ମୀଙ୍କ ଆକ୍ରମଣ

ସୁନ୍ଦରଗଡ଼(କେନ୍ୟୁଜ୍) : ସାମ୍ବାଦିକ ଓ ତାଙ୍କ ସହଯୋଗୀଙ୍କୁ ବିଜେପି କର୍ମୀଙ୍କ ନିସ୍ତୁକ ମାଡ଼ ଅଭିଯୋଗ । ସୁନ୍ଦରଗଡ଼ ସାଲେପାଲି ଠାରେ ସାମ୍ବାଦିକଙ୍କ ଉପରେ ହୋଇଛି ଆକ୍ରମଣ । ଗତକାଲି ଅପରାହ୍ନରେ ସାମ୍ବାଦିକ ସୁଧାକର ପାଣ୍ଡେ ଓ ତାଙ୍କ ସହଯୋଗୀ ସୁନ୍ଦରଗଡ଼ ସଦର ଅଞ୍ଚଳରେ ବୁଲୁଥିବା ବେଳେ ତାଙ୍କ ଉପରେ ମାଡ଼ ହୋଇଥିଲା । ଖବର ପାଇ ପୋଲିସ ଆହତ ଅବସ୍ଥାରେ ସେଠାରୁ ଉଦ୍ଧାର କରିଥିଲା । ଘଟଣାର ତଦନ୍ତ ପାଇଁ ଏସପି ସୌମ୍ୟା ମିଶ୍ର ଧୁରୁଆଡିଲି ଥାନାରେ ପହଞ୍ଚି ଛାନଭିନ କରିଛନ୍ତି ।

Leave A Reply

Your email address will not be published.