Below header

ଏସ୍.ଭି ନିରତାର ନିର୍ଦ୍ଦେଶକ ଶକ୍ତି ପ୍ରସାଦ ଦାସଙ୍କୁ ମରଣାନ୍ତକ ଆକ୍ରମଣ

ନିରତାର ନିର୍ଦ୍ଦେଶକଙ୍କୁ ମରଣାନ୍ତକ ଆକ୍ରମଣ । କଟକ ଓଲଟପୁର ସ୍ଥିତ ଏସ୍.ଭି ନିରତାର୍ର ନିର୍ଦ୍ଦେଶକ ଶକ୍ତି ପ୍ରସାଦ ଦାସଙ୍କୁ ବନ୍ଧୁକ ଦେଖାଇ ଆକ୍ରମଣ । ହସ୍ପିଟାଲରୁ ଫେରିବା ବେଳେ କଣ୍ଟାପଡ଼ାଠାରେ ଦୁଇ ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଛନ୍ତି । ତାଙ୍କ ଗାଡ଼ି ଉପରକୁ ପ୍ରଥମେ ଢେଲାମାଡ଼ ଓ ପରେ ବୋମା ମାଡ଼ କରିଥିଲେ ଦୁର୍ବୃତ୍ତ । ଏଥିରେ ନିର୍ଦ୍ଦେଶକଙ୍କ ମୁଣ୍ଡରେ ଆଘାତ ଲାଗିଛି । ଘଟଣାସ୍ଥଳରେ ଏକ ଦେଶୀ ବନ୍ଧୁକ ଛାଡ଼ି ପଳାଇଛନ୍ତି ଦୁର୍ବୃତ୍ତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.