ଶ୍ରୀମନ୍ଦିରରେ ଫୁଲ ସଜାକୁ ନେଇ ଭକ୍ତଙ୍କ ମହଲରେ ଆନନ୍ଦ, ସେଲ୍ଫି ନେଉଛନ୍ତି ଶ୍ରଦ୍ଧାଳୁ

ଶ୍ରୀମନ୍ଦିରରେ ପ୍ରଥମଥର ପାଇଁ ହୋଇଥିବା ଫୁଲ ସଜାକୁ ନେଇ ଭକ୍ତଙ୍କ ମହଲରେ ବେଶ ଆନନ୍ଦ ପ୍ରକାଶ ପାଇଛି । ରଥଯାତ୍ରା ପାଇଁ ରାଜ୍ୟ ସମେତ ଦେଶ ବିଦେଶରୁ ଆସିଥିବା ଭକ୍ତମାନେ ସିଂହଦ୍ୱାରକୁ ଯାଇ ଏହି ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛନ୍ତି । ଏଥିସହ ପୁରୀକୁ ଆସୁଥିବା ଭକ୍ତମାନେ ସିଂହଦ୍ୱାର ଆଗରେ ସଲ୍ଫି ନେବାକୁ ଭୁଲୁ ନାହାନ୍ତି । ଦିଲ୍ଲୀର ଜଣେ ଭକ୍ତଙ୍କ ଏଭଳି ଉଦ୍ୟମ କରିଥିବାରୁ ବିଭିନ୍ନ ମହଲରେ ତାଙ୍କୁ ପ୍ରଶଂସା କରାଯାଉଛି । ପ୍ରାୟ ୨୦ ଟ୍ରକ୍ ଫୁଲରେ ଶ୍ରୀମନ୍ଦିର ସହ ଗୁଣ୍ଡିଚା ମନ୍ଦିରକୁ ସଜା ଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.