Below header
Browsing Tag

shree mandira

ଆଜି ୩ୟ ଦିନରେ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ପୁରୀବାସୀ, ପ୍ରମାଣ ପତ୍ର ଓ ଟୋକନ ଦେଖାଇ ମନ୍ଦିରକୁ କରୁଛନ୍ତି ପ୍ରବେଶ

ପୁରୀ(କେନ୍ଯୁଜ୍):ଆଜି ୩ୟ ଦିନରେ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ପୁରୀବାସୀ । ସକାଳ ୭ଟାରୁ ସଂଧ୍ୟା ୭ଟା ମଧ୍ୟରେ ୩ଟି ପର୍ଯ୍ୟାୟରେ ଓ୍ଵାର୍ଡଓ୍ଵାରୀ ଦର୍ଶନ କରିବେ ପୁରୀବାସୀ । ସକାଳ ୭ଟାରୁ ୧୦ଟା ୩୦ ଯାଏ ୮,୧୩,୧୯, ଓ ୧୧ ନମ୍ବର ଓ୍ଵାର୍ଡ ଲୋକେ ଦର୍ଶନ କରିବେ । ସେହିଭଳି ୧୧ଟାରୁ ୨ଟା…

ଶ୍ରୀମନ୍ଦିରରେ ଫୁଲ ସଜାକୁ ନେଇ ଭକ୍ତଙ୍କ ମହଲରେ ଆନନ୍ଦ, ସେଲ୍ଫି ନେଉଛନ୍ତି ଶ୍ରଦ୍ଧାଳୁ

ଶ୍ରୀମନ୍ଦିରରେ ପ୍ରଥମଥର ପାଇଁ ହୋଇଥିବା ଫୁଲ ସଜାକୁ ନେଇ ଭକ୍ତଙ୍କ ମହଲରେ ବେଶ ଆନନ୍ଦ ପ୍ରକାଶ ପାଇଛି । ରଥଯାତ୍ରା ପାଇଁ ରାଜ୍ୟ ସମେତ ଦେଶ ବିଦେଶରୁ ଆସିଥିବା ଭକ୍ତମାନେ ସିଂହଦ୍ୱାରକୁ ଯାଇ ଏହି ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛନ୍ତି । ଏଥିସହ ପୁରୀକୁ ଆସୁଥିବା ଭକ୍ତମାନେ ସିଂହଦ୍ୱାର ଆଗରେ…

ଫୁଲୁରୀ ତେଲ ପରେ ଆଜିଠାରୁ ମହାପ୍ରଭୁଙ୍କୁ ଓଷ ଲାଗି

ପୁରୀ(କେନ୍ୟୁଜ୍) : ଅନବସରରେ ଥିବା ମହାପ୍ରଭୁଙ୍କୁ ଫୁଲୁରୀ ତେଲ ଲାଗି ହେବା ପରେ ଆଜିଠାରୁ ଓଷ ଲାଗି ହେବ । ତିନି ଦିନ ଧରି ଚାଲିବାକୁ ଥିବା ଏହି ଗୁପ୍ତ ନୀତିରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଓଷଲାଗି କରାଯିବ । ଝୁଣା ଓ ତେଲରେ ପ୍ରସ୍ତୁତ ଏକ ସ୍ୱତନ୍ତ୍ର ପଦାର୍ଥ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ…

ବାତ୍ୟା ଫନିରେ କ୍ଷୟକ୍ଷତି ହୋଇନାହିଁ ଶ୍ରୀମନ୍ଦିର ନୀଳଚକ୍ର କିମ୍ବା ମୁଖ୍ୟ ମନ୍ଦିର : ଏଏସଆଇ

ବାତ୍ୟା ଫନି ଦ୍ୱାରା ଶ୍ରୀମନ୍ଦିର ନୀଳଚକ୍ର କିମ୍ବା ମୁଖ୍ୟ ମନ୍ଦିରର କୌଣସି କ୍ଷୟକ୍ଷତି ହୋଇନାହିଁ । ଶ୍ରୀମନ୍ଦିର ସଂପୂର୍ଣ୍ଣ ସୁରକ୍ଷିତ ଥିବା ପରିଚାଳନା କମିଟିକୁ ରିପୋର୍ଟ ଦେଇଛି ଏଏସଆଇ । ଗତ କିଛି ଦିନ ତଳେ ଡ୍ରୋନ କ୍ୟାମେରା ଦ୍ୱାରା ଶ୍ରୀମନ୍ଦିର ଉପର ଓ ପରିସରର ଭିଡିଓଗ୍ରାଫି…

ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଲା ମହାପ୍ରଭୁଙ୍କ ବନକଲାଗି ନୀତି

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେଉଛି। ଦ୍ୱିତୀୟ ଭୋଗମଣ୍ଡପ ନୀତି ପରେ ଦତ୍ତ ମହାପାତ୍ର ସେବାୟତ ଶ୍ରୀବିଗ୍ରହଙ୍କ ଶ୍ରୀମୁଖ ଶୃଙ୍ଗାର ବା ବନକଲାଗି ନୀତି ସଂପାଦନ କରିବେ। ହିଙ୍ଗୁଳ, ହରିତାଳ, କଳା ଓ ଧଳା ଶଙ୍ଖ ଆଦି ପ୍ରାକୃତିକ ଓ ଦେଶୀ ରଙ୍ଗ ଦ୍ୱାରା ଏହି…

ଶ୍ରୀମନ୍ଦିର ସଂସ୍କାର ପାଇଁ ଶଙ୍କରାଚାର୍ଯ୍ୟଙ୍କ ଉଦ୍ୟମ, ଆସନ୍ତା ୧୭ରେ ବସିବ ବୈଠକ

ପୁରୀ (କେନ୍ୟୁଜ୍) : ଶ୍ରୀମନ୍ଦିରରେ ପ୍ରଶାସନିକ ସଂସ୍କାର, ଦର୍ଶନ ବ୍ୟବସ୍ଥାରେ ଶୃଙ୍ଖଳା ନେଇ ପୁରୀ ଗୋବର୍ଦ୍ଧନ ପୀଠର ପୀଠାଧୀଶ ଜଗତଗୁରୁ ଶଙ୍କରାଚାର‌୍ୟ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ଉଦ୍ୟମ । ଆସନ୍ତା ୧୭ରେ ବସିବ ଶ୍ରୀମନ୍ଦିର ସଂସ୍କାର ବୈଠକ ଏଥିରେ ମୁଖ୍ୟମନ୍ତ୍ରୀଙ୍କ…

ପୁରୀ ଶ୍ରୀମନ୍ଦିର ନୀଳଚକ୍ର ଉପରେ ଉଡ଼ିଲା ଚିଲ

ପୁରୀ (କେନ୍ୟୁଜ୍) : ପୁରୀ ଶ୍ରୀମନ୍ଦିର ନୀଳଚକ୍ର ଉପରେ ଚିଲ । ସକାଳେ ଏକ ଚିଲ ନୀଳଚକ୍ର ଉପରେ ଉଡୁଥିବା ପତିତପାବନ ବାନା ଉପରେ ବସିଥିବା ଦେଖିବାକୁ ମିଳିଥିଲା। ପୂର୍ବରୁ ବିଭିନ୍ନ ସମୟରେ ଶ୍ରୀମନ୍ଦିର ନୀଳଚକ୍ର ଉପରେ ଚିଲ ବସିଥିବା ଦେଖିବାକୁ ମିଳିଛି। କେତେକ ଏହାକୁ ଶୁଭ ସଙ୍କେତ ଓ କେତେକ…

୪୮ଟି ନୂଆ ସେଡରେ ବିକ୍ରି କରାଯିବ ମହାପ୍ରସାଦ : ମୁଖ୍ଯ ପ୍ରଶାସକ

ପୁରୀ (କେନ୍ଯୁଜ୍) : ଶ୍ରୀମନ୍ଦିରରେ ନାହିଁ ଧାଡି ଦର୍ଶନ ବ୍ୟବସ୍ଥା ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର। ସେହିପରି ପୁରୀ ଶ୍ରୀମନ୍ଦିରର ଭିତର ଫଟୋ ଭାଇରାଲ ହେବା ଘଟଣାରେ ଭକ୍ତଙ୍କ ଯାଞ୍ଚ କାର୍ଯ୍ୟ କଡ଼ାକଡ଼ି କରାଯିବ। ମନ୍ଦିର ଭିତରକୁ ଭକ୍ତମାନଙ୍କୁ…

ଶ୍ରୀମନ୍ଦିର ନାଟ ମଣ୍ଡପର ଏକ ସେଣ୍ଟ୍ରାଲ ବିମ୍‌ରେ ଫାଟ

ପୁରୀ(କେନ୍ଯୁଜ୍) : ଶ୍ରୀମନ୍ଦିର ନାଟ ମଣ୍ଡପର ଏକ ସେଣ୍ଟ୍ରାଲ ବିମ୍‌ରେ ବଡ଼ ଧରଣର ଫାଟ ସୃଷ୍ଟି ହୋଇଛି । ଏବେ ଏହାକୁ ସାମୟିକ ସୁରକ୍ଷା ଦିଆଯାଇଛି । ତେବେ ନାଟମଣ୍ଡପ ଛାତ, ବିମ୍‌ ଓ କଲମର ବିଭିନ୍ନ ଅଂଶ ଦୁର୍ବଳ ଥିବାରୁ ଏହାର ମରାମତି ଜରୁରୀ ହୋଇପଡ଼ିଛି ବୋଲି ବିଶେଷଜ୍ଞ ଟିମ କହିଛନ୍ତି ।…