ବାସୁଦେବପୁର: ବିଦ୍ୟୁତ ତାର ଛିଣ୍ଡି ଜଣେ ମୃତ, ଜଣେ ଗୁରୁତର

ଭଦ୍ରକ ବାସୁଦେବପୁର ବ୍ଳକ ଜୀବନପୁର ଗାଁରେ ୧୧ କେଭି ବିଦ୍ୟୁତ ତାର ଛିଡି ଜଣେ ମୃତ, ଜଣେ ଗୁରୁତର । ମୃତକ ହେଲେ ନନ୍ଦପାଟଣା ଗାଁର ପ୍ରଶାନ୍ତ ଆଦକ । ବାହାଘର ପାଇଁ ହୋଇଥିବା ଟେଣ୍ଡ ଖୋଲିବାବେଳେ ବିଦ୍ୟୁତ ତାର ଛିଡି ଯାଇଥିଲା । ବିଦ୍ୟୁତ ଆଘାତରେ ଦୁଇଜଣ ଗୁରୁତର ହୋଇଥିଲେ । ଗୁରୁତର ବାସୁଦେବପୁର ଡାକ୍ତରଖାନାରେ ଚିକତ୍ସିତ ହେଉଛନ୍ତ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.