Below header

ଅନୁଗୁଳ ସହରର ବିଭିନ୍ନ କାନ୍ଥବାଡରେ ଚିତ୍ର ମାଧ୍ୟମରେ ଜନସାଧାରଣଙ୍କୁ କରାଯାଉଛି ସଚେତନ, ଯାହା ଚିତ୍ରଶିଳ୍ପୀଙ୍କୁ ଦେଖାଇଛି ରୋଜଗାରର ବାଟ

ଅନୁଗୁଳ: ଅନୁଗୁଳ ସହରର ବିଭିନ୍ନ କାନ୍ଥବାଡରେ କଳା, ସଂସ୍କୃତି, ଐତିହ୍ୟ ଓ କୋଭିଡ ପରିଚାଳାନା ଉପରେ ଚିତ୍ର ମାଧ୍ୟମରେ ଜନସାଧାରଣଙ୍କୁ କରାଯାଉଛି ସଚେତନ। ଯାହାଦ୍ୱାରା କିଛି ରୋଜଗାର କରିପାରୁଛନ୍ତି ଏହି ଚିତ୍ରଶିଳ୍ପୀମାନେ। କରୋନାରୁ ରକ୍ଷା ପାଇବାକୁ ହେଲେ ସଚେତନତା ଓ ସଙ୍ଗରୋଧ ହିଁ ଏକମାତ୍ର ଉପାୟ। ଏହାଦ୍ୱାରା ନିଜକୁ ଓ ସମାଜକୁ ସୁରକ୍ଷିତ ରଖିହେବ। ସମଗ୍ର ବିଶ୍ୱ ଏବେ କରୋନା ସହ ଯୁଝି ହେଉଥିବା ବେଳେ କିଛି ଚିତ୍ରଶିଳ୍ପୀ ନିଜର ସୃଜନଶୀଳତା ଦ୍ୱାରା ଲୋକଙ୍କୁ ସଚେତନ କରୁଥିବା ନିହାତୀ ପ୍ରଶଂସା ଯୋଗ୍ଯ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.