Below header

ଅଖା ଭିତରେ ଶିଶୁର ମୃତଦେହ, ଶରୀରରେ ଲାଗିଛି ବାପା ମାଙ୍କ ନାଁ ଲେଖାଥିବା ମେଡିକାଲ ସ୍ଲିପ୍

ବସଷ୍ଟାଣ୍ଡ ସାମ୍ନାରୁ ନବଜାତ ଶିଶୁପୁତ୍ରର ମୃତଦେହ ଉଦ୍ଧାର । ଅଖା ଭିତରୁ ଶିଶୁପୁତ୍ରର ମୃତଦେହ ଉଦ୍ଧାର କଲେ ସଫେଇ କର୍ମଚାରୀ । ଶିଶୁ ଶରୀରରେ ବାପା ମାଙ୍କ ନାଁ ଲେଖାଥିବା ମେଡିକାଲ ସ୍ଲିପ୍ ଲାଗିଛି ।

ରାୟଗଡ଼ା (କେନ୍ୟୁଜ): ବସଷ୍ଟାଣ୍ଡ ସାମ୍ନାରୁ ନବଜାତ ଶିଶୁପୁତ୍ରର ମୃତଦେହ ଉଦ୍ଧାର । ଅଖା ଭିତରୁ ଶିଶୁପୁତ୍ରର ମୃତଦେହ ଉଦ୍ଧାର କଲେ ସଫେଇ କର୍ମଚାରୀ । ଶିଶୁ ଶରୀରରେ ବାପା ମାଙ୍କ ନାଁ ଲେଖାଥିବା ମେଡିକାଲ ସ୍ଲିପ୍ ଲାଗିଛି । ସ୍ଲିପରେ ଦଙ୍ଗାସିଲ୍ ସ୍ୱାସ୍ଥ୍ୟକେନ୍ଦ୍ର ସହ ଶିଶୁର ବାପାମାଆଙ୍କ ନାଁ ଲେଖା ହୋଇଛି । ଶିଶୁପୁତ୍ରର ମୃତ୍ୟୁର କାରଣ ଓ ମୃତଦେହ କିଏ ଫିଙ୍ଗିଲା କାରଣ ଅସ୍ପଷ୍ଟ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.