Below header

ହୃଦୟ ବିଦାରକ ଦୃଶ୍ୟ : ମୃତ ଛୁଆକୁ ଛାଡିବାକୁ ନାରାଜ ମା’ ହାତୀ

ଛୁଆ ହାତୀ ମୃତ । ଛୁଆ ହାତୀ ପାଖରେ ବୁଲୁଛି ମା’ ହାତୀ । ମୃତ ଛୁଆକୁ ଛାଡିବାକୁ ନାରାଜ ମା’ ହାତୀ । ସୁନ୍ଦରଗଡ ଜିଲ୍ଲା କୋଇଡା ରେଞ୍ଜ କୁସୁମୁଡି ଗାଁ ନିକଟରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ ।

ବଣାଇ(କେନ୍ୟୁଜ୍): ହାତୀ ଛୁଆ ମୃତ। ଛୁଆ ହାତୀ ପାଖରେ ବୁଲୁଛି ମା’ ହାତୀ । ମୃତ ଛୁଆକୁ ଛାଡିବାକୁ ନାରାଜ ମା’ ହାତୀ । ସୁନ୍ଦରଗଡ ଜିଲ୍ଲା କୋଇଡା ରେଞ୍ଜ କୁସୁମୁଡି ଗାଁ ନିକଟରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ ।

ମୃତ ଛୁଆହାତୀର ବୟସ ୫ ବର୍ଷ ହୋଇଥିବା ଅନୁମାନ କରାଯାଉଛି । ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ପ୍ରାୟ ୧୫ଦିନ ହେବ ଛୁଅହାତୀଟି ଅସୁସ୍ଥ ଥିଲା । ହାତୀଟି ସୁସ୍ଥ ହେବା ପରେ ତାକୁ ଛାଡି ଦିଆଯାଇଥିଲା । ଆଜି ସକାଳୁ ଗାଁ ନିକଟରେ ହାତୀର ମୃତଦେହ ଠାବ କରାଯାଇଛି । ଖବର ପାଇ ବନ ବିଭାଗ ପହଞ୍ଚି ତଦନ୍ତ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.