Below header

ବସରେ ଅତି ଦୟନୀୟ ଭାବେ ଚାଲଣ ହେଉଥିବା ଠେକୁଆ ଓ ପକ୍ଷୀଙ୍କୁ ଜବତ କଲା ବାଦାମବାଡି ପୋଲିସ, ଦୁଇ ଜଣ ଅଟକ

କଟକ(କେନ୍ୟୁଜ୍):  ଏକ ଘରୋଇ ବସ ଯୋଗେ ଚୋରା ଚାଲାଣ ହେଉଥିବା ବେଳେ ଶତାଧିକ ଠେକୁଆ ଓ ପକ୍ଷୀ ମାନଙ୍କୁ ଅତି ଦୟନୀୟ ଅବସ୍ଥାରେ ଉଦ୍ଧାର କଲା ବାଦାମବାଡ଼ି ଥାନା ପୋଲିସ।ଏହି ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖିଛି।

ପିପୁଲ ଫର ଆନିମଲ ସଂସ୍ଥା ପକ୍ଷରୁ ଏହି ପକ୍ଷୀ ଓ ଠେକୁଆଙ୍କୁ ଉଦ୍ଧାର ପରେ ଚିକିତ୍ସା ପାଇଁ ପଶୁ ଡାକ୍ତରଖାନା ନିଆଯାଇଛି। ଉଦ୍ଧାର ସମୟରେ କିଛି ଠେକୁଆ ଓ ପକ୍ଷୀ ମୃତ ଥିବା ମଧ୍ୟ ଜଣାପଡିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.