Below header

କଟକ: ଲକଡାଉନରେ ମଦ ଚିନ୍ତା, ବିପୁଳ ପରିମାଣର ମଦ ଜବତ କଲା ବାଦାମବାଡି ପୋଲିସ

କଟକ(କେନ୍ୟଜ୍):  ବାରମ୍ବାର ଚଢାଉ ପରେ ମଧ୍ୟ କମୁନି ମଦର ଚୋରା କାରବାର। ପୋଲିସ ଓ ଅବକାରୀ ବିଭାଗ ଅନେକ ଜାଗାରେ ଛାପା ମରି ଅପରାଧିମାନଙ୍କୁ ଜେଲର ହାୱା ଖୁଆଇ ଥିଲେ ମଧ୍ୟ କମିବାରେ ନା ନେଉନି ଏହି  ନାଲିପାଣି କାରବାର। ତେବେ ଆଜି ଲକଡାଉନ ପୂର୍ବରୁ କଟକରେ ଜବତ ହୋଇଛି ବିପୁଳ ପରିମାଣର ମଦ। ବାଦାମବାଡି  ପୋଲିସ ଏହି ମଦକୁ ଜବତ କରିଛି। ତା ସହିତ ନଗଦ ୧୪ ହଜାର ଟଙ୍କା ସହ ୮ ଜଣଙ୍କୁ ଗିରଫ କରି ୭ ଟି କୋସ୍ ରେଜିଷ୍ଟ୍ରୀ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.