ଏଜେଣ୍ଟଙ୍କୁ ଦୁର୍ବ୍ୟବହାର ପ୍ରତିବାଦ, ଧାରଣାରେ ବସିଲେ ଘସିପୁରା ବିଜେଡି ବିଧାୟକ ପ୍ରାର୍ଥୀ ବଦ୍ରି ପାତ୍ର

କେନ୍ୟୁଜ୍: ଏଜେଣ୍ଟଙ୍କୁ ଦୁର୍ବ୍ୟବହାର ପ୍ରତିବାଦରେ ଧାରଣାରେ ବସିଲେ ଘସିପୁରା ବିଜେଡି ବିଧାୟକ ପ୍ରାର୍ଥୀ ବଦ୍ରି ପାତ୍ର । ଘସିପୁରା ନିର୍ବାଚନମଣ୍ଡଳୀର ସୁଆଁପଦାର ୧୭୬ ନମ୍ବର ବୁଥରେ ପ୍ରିଜାଡିଂ ଅଫିସର ଜୈନିିକ ଏଜେଣ୍ଟଙ୍କୁ ବାହାର କରାଯିବା ପ୍ରତିବାଦରେ ଗ୍ରାମବାସୀ ଧାରଣାରେ ବସିଥିଲେ । ଖବରପାଇ ବଦ୍ରି ପାତ୍ର ପହଁଚି ଧାରଣାରେ ସାମିଲ ହୋଇଥିଲା। ଫଳରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ ରାମଚନ୍ଦ୍ରପୁର ଥାନା ଅଧିକାରୀ ଘଟଣାସ୍ଥଳର ପହଂଚି ତଦନ୍ତ ପ୍ରତିଶ୍ରୁତି ଦେବା ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.