Below header

ଖୋଲିଲା ବାଘଲଟି ଜଳ ଭଣ୍ଡାର ଗେଟ୍, ନଦୀ ନିକଟବର୍ତ୍ତୀ ଗାଁ ଗୁଡ଼ିକୁ ସତର୍କ ରହିବା ପାଇଁ ଦିଆଗଲା ସୂଚନା

ବ୍ରହ୍ମପୁର(କେନ୍ୟୁଜ୍‌): ପ୍ରବଳ ବର୍ଷା ଯୋଗୁ ଗଂଜାମ ଜିଲ୍ଲା ପାତ୍ରପୁର ବ୍ଲକ ବାଘଲଟି ଜଳ ଭଣ୍ଡାରରେ ଦୁଇ ଗୋଟି ଗେଟ୍ ଖୋଲାଯାଇଛି । ଗେଟ୍ ଦେଇ ଛଅ ଇଞ୍ଚି ଜଳ ନିଷ୍କାସନ ହେଉଛି । ଲଘୁଚାପ ଜନିତ ବର୍ଷାରେ ଗଂଜାମ ଜିଲ୍ଲାର ବହୁ ଅଞ୍ଚଳ ଜଳମଗ୍ନ ହୋଇଛି । ବାଘଲଟି ଜଳ ଭଣ୍ଡାରର ଉପର ମୁଣ୍ଡରେ ବର୍ଷା ଯୋଗୁ ବିପଦ ସଂକେତ ନିକଟତର ହେବାରୁ ପାଣି ଛଡାଯାଇଥିବା ବେଳେ ବାହୁଦା ନଦୀ ନିକଟବର୍ତ୍ତୀ ଗାଁ ଗୁଡ଼ିକୁ ସତର୍କ ରହିବା ପାଇଁ ସୂଚନା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.