Below header

ଅନନ୍ୟା ଦାସଙ୍କ ସହ ଚଞ୍ଚଳ ରାଣାଙ୍କ ଆଜି ବାହାଘର, ରୋମାଣ୍ଟିକ ସଙ୍ଗରେ ଡ୍ୟାନ୍ସ କଲେ ଆଇଏଏସ ଦମ୍ପତି

ଭିଡିଓରେ ଜ଼ିଲ୍ଲାପାଳ ଯୋଡି ଡ୍ୟାନ୍ସ କରୁଥିବାର ଭିଡିଓ କଳିଙ୍ଗ ଟିଭି ହାତରେ ଲାଗିଛି। ଅନନ୍ୟା ଲାଇଟ ପିଙ୍କ କଲର ଲେହେଙ୍ଗାରେ ଡ୍ୟାନ୍ସ କରୁଛନ୍ତି । ସେହିପରି ବ୍ଲୁ କଲରର ସେରଓ୍ଵାନୀ ପିନ୍ଧି ରେମାଣ୍ଟିକ ସଙ୍ଗରେ ଡ୍ୟାନ୍ସ କରୁଛନ୍ତି ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ।

କେନ୍ୟୁଜ୍(ବ୍ୟୁରୋ):  ଆଜି ଆଇଏଏସ ଯୋଡିଙ୍କ ବାହାଘର । ବିବାହ ବନ୍ଧନରେ ଆବଦ୍ଧ ହେବେ ସମ୍ବଲପୁର ଜ଼ିଲ୍ଲାପାଳ ଅନନ୍ୟା ଦାସ ଓ ବଲାଙ୍ଗୀର ଜ଼ିଲ୍ଲାପାଳ ଚଞ୍ଚଳ ରାଣା । ତା ପୂର୍ବରୁ ଉଭୟଙ୍କ ସଙ୍ଗୀତର ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ଜ଼ିଲ୍ଲାପାଳ ଯୋଡି ଡ୍ୟାନ୍ସ କରୁଥିବାର ଭିଡିଓ କଳିଙ୍ଗ ଟିଭି ହାତରେ ଲାଗିଛି। ଅନନ୍ୟା ଲାଇଟ ପିଙ୍କ କଲର ଲେହେଙ୍ଗାରେ ଡ୍ୟାନ୍ସ କରୁଛନ୍ତି । ସେହିପରି ବ୍ଲୁ କଲରର ସେରଓ୍ଵାନୀ ପିନ୍ଧି ରେମାଣ୍ଟିକ ସଙ୍ଗରେ ଡ୍ୟାନ୍ସ କରୁଛନ୍ତି ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା । ଜବ୍‌ ଉଇ ମେଟ୍‌ ମୁଭିର ରୋମାଣ୍ଟିକ୍‌ ସଙ୍ଗ୍‌ ତୁମ୍‌ ସେ ହି….ଗୀତରେ ଡ୍ୟାନ୍ସ କରୁଛନ୍ତି ଆଇଏଏସ ଯୋଡି । ଆଜି ସନ୍ଧ୍ୟାରେ ଆସାମୀ ଗ୍ଵହାଟୀ ସ୍ଥିତ ହୋଟେଲ ରାଡିସନ ବ୍ଲୁରେ ଗ୍ରାଣ୍ଡ ମ୍ୟାରେଜ ହେବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.