ଆସନ୍ତାକାଲିଠୁ ଆରମ୍ଭ ଐତିହାସିକ ବାଲିଯାତ୍ରା

କଟକ : ଆସନ୍ତାକାଲିଠୁ କଟକର ଐତିହାସିକ ବାଲିଯାତ୍ରା । ଚଳଚଞ୍ଚଳ ବାଲିଯାତ୍ରା ପଡିଆ । ବିଭିନ୍ନ ପ୍ରକାର ଷ୍ଟଲ ଲାଗିଗଲା । ମେଲିଲାଣି ଦୋକାନ ବଜାର । ବାଲିଯାତ୍ରାରେ ପଡିଥିବା ବିଭିନ୍ନ ଜିନିଷ କିଣିବା ସହ, ଖାଇବା, ଦୋଳି ଖେଳିବାର ମଜା ଉଠାଇଥାନ୍ତି ଲୋକ । ବିଶେଷ କରି ଟେରାକୋଟା ଜିନିଷ ବାଲିଯାତ୍ରାର ମୁଖ୍ୟ ଆକର୍ଷଣ ସାଜିଥାଏ । କୋଲକାତାର ପ୍ରାୟ ୩୦ରୁ ଅଧିକ ପରିବାର ଏହି ବାଲିଯାତ୍ରାକୁ ବ୍ୟବସାୟ ପାଇଁ ଆସିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.