Below header

ଜାନୁଆରୀ ୧୫ରୁ ବରଗଡର ବିଶ୍ବପ୍ରସିଦ୍ଧ ଧନୁଯାତ୍ରା, ୧୧ ଦିନ ଧରି ରାଜୁତି କରିବେ ମହାରାଜ କଂସ

ଜାନୁଆରୀ ୧୫ରୁ ବରଗଡର ବିଶ୍ବପ୍ରସିଦ୍ଧ ଧନୁଯାତ୍ରା। ଚଳିତ ବର୍ଷ ୧୧ ଦିନ ଧରି ଅର୍ଥାତ ଜାନୁଆରୀ ୧୫ରୁ ଆରମ୍ଭ ହୋଇ ୨୫ ଯାଏଁ ଚାଲିବ ଏହି ଧନୁଯାତ୍ରା ।

ବରଗଡ (କେନ୍ୟୁଜ): ଜାନୁଆରୀ ୧୫ରୁ ବରଗଡର ବିଶ୍ବପ୍ରସିଦ୍ଧ ଧନୁଯାତ୍ରା। ଚଳିତ ବର୍ଷ ୧୧ ଦିନ ଧରି ଅର୍ଥାତ ଜାନୁଆରୀ ୧୫ରୁ ଆରମ୍ଭ ହୋଇ ୨୫ ଯାଏଁ ଚାଲିବ ଏହି ଧନୁଯାତ୍ରା । ଏନେଇ ଆଜି ପ୍ରଥମ ପ୍ରସ୍ତୁତି ବୈଠକ ବସିଥିଲା। ଧନୁଯାତ୍ରା ମହୋତ୍ସବ ସମିତିର ଏହି ସାଧାରଣ ପରିଷଦ ବୈଠକ ଜିଲ୍ଲାପାଳ ମୋନୀଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ହୋଇଥିଲା । ତେବେ ପ୍ରବଳ ହଟ୍ଟଗୋଳ ମଧ୍ୟରେ ବୈଠକ ସରିଛି। ତେବେ ବରଗଡ଼ ଧନୁଯାତ୍ରା ମହୋତ୍ସବ ସମିତି, ଜିଲ୍ଲା ପ୍ରଶାସନ ଓ ବିଭନ୍ନ ସଂଗଠନର ମିଳିତ ବୈଠକରେ ଯାତ୍ରାକୁ ସରସ ସୁନ୍ଦର ଓ ସଫଳ କରିବା ପାଇଁ ବୈଠକରେ ନିଆଯାଇଛି ନିଷ୍ପତ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.