Below header
Browsing Tag

bargarh dhanu yatra

ଚାଲିଛି ବିଶ୍ବପ୍ରସିଦ୍ଧ ଧନୁଯାତ୍ରା: ବିଚଳିତ ମହାରାଜ କଂସ, ମନରୁ ଯାଉନି ମୃତ୍ୟୁର ଭୟ

ବରଗଡ଼ (କେନ୍ୟୁଜ): ଜମୁଛି ବରଗଡ଼ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା । ନାଚ ଗୀତରେ କମ୍ପୁଛି କଂସ ଦରବାର । ରାଜ ନର୍ତ୍ତକୀଙ୍କ ନୃତ୍ୟରେ ଝୁମି ଉଠୁଛି ରାଜ ଦରବାର ସହ ରଙ୍ଗ ମହଲ। ହେଲେ ମହାରାଜ କଂସଙ୍କ ମନରୁ ଯାଉନି ମୃତ୍ୟୁର ଭୟ। ନିଜ ପ୍ରେରିତ ରାକ୍ଷସ ରାକ୍ଷସୀଙ୍କ ନିଧନ ଖବର ପାଇ ଏବେ ବିଚଳିତ…

ବିଶ୍ୱପ୍ରସିଦ୍ଧ ଧନୁଯାତ୍ର: କୃଷ୍ଣଙ୍କ ଆଗମନ ପରେ ଉତ୍ସବମୁଖର ଗୋପପୁର, ବାଳ କୃଷ୍ଣଙ୍କୁ ଦେଖିବାକୁ ନନ୍ଦ ଭବନରେ ଭିଡ଼

ବରଗଡ଼ (କେନ୍ୟୁଜ): ବରଗଡ଼ରେ ଧନୁଯାତ୍ରର ଧୂମ । ଗତକାଲି ତୃତୀୟ ଦିନରେ ଗୋପପୁର ସାଜିଥିବା ଅମ୍ବାପାଲି ଉତ୍ସବ ମୁଖର ହୋଇଉଠିଛି । ଶ୍ରୀକୃଷ୍ଣ ଆସିବା ପରେ ଖୁସିରେ ଅଧୀର ହୋଇ ପଡିଛନ୍ତି ନନ୍ଦ ରାଜା , ଯଶୋଦା ଏବଂ ଗୋପପୁରବାସୀ । ବାଳ କୃଷ୍ଣଙ୍କୁ ଦେଖିବାକୁ ନନ୍ଦ ଭବନରେ ଭିଡ଼ ଲାଗି ରହିଛି ।…

ଧନୁଯାତ୍ରାର ଦ୍ଵିତୀୟ ଦିନରେ ନିୟମ ଖିଲାପିଙ୍କୁ ଅର୍ଥ ଦଣ୍ଡରେ ଦଣ୍ଡିତ କଲେ ମହାରାଜ କଂସ

ବରଗଡ(କେନ୍ୟୁଜ): ବରଗଡ଼ରେ ଆରମ୍ଭ ହୋଇଛି କଂସ ରାଜୁତି । ଉଦଘାଟିତ ହୋଇଛି ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ତେବେ ମଥୁରା ନଗରୀ ସାଜିଥିବା ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ଵିତୀୟ ଦିବସରେ ମହାରାଜ କଂସ ମଥୁରା ନଗର ଭ୍ରମଣରେ ବାହାରି ନିୟମ ଖିଲାପିଙ୍କୁ ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି ।…

ଉଦଘାଟନ ହେଲା ୭୬ ତମ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ

ବରଗଡ଼ (କେନ୍ୟୁଜ) : ଉଦଘାଟନ ହେଲା ୭୬ ତମ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ । ଦୀପ ପ୍ରଜ୍ବଳନ ସହ ଫିତା କାଟି ଉଦଘାଟନ କଲେ ବିଧାୟକ ଓ ସାଂସଦ । ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ବିଶ୍ବର ସର୍ବବୃହତ ଖୋଳା ରଂଗ ମଞ୍ଚ ରେ ଧନୁଯାତ୍ରା । ବରଗଡ଼ ଲୋକସଭା ସାଂସଦ ସୁରେଶ ପୂଜାରୀ…

ଆଜିଠୁ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା, ଦ୍ବାପର ଯୁଗକୁ ଫେରିଯିବ ବରଗଡ଼

ବରଗଡ଼ (କେନ୍ୟୁଜ): ଆଜିଠୁ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ମହାରାଜ କଂସଙ୍କ ଅଟ୍ଟହାସ୍ୟରେ ପ୍ରକମ୍ପିତ ହେବ ବରଗଡ଼ ସହର । ଆରମ୍ଭ ହେବ ବିଶ୍ବର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ ବରଗଡ଼ ଧନୁଯାତ୍ରା ମହୋତ୍ସବ । ୨୫ ତାରିଖ ପର୍ଯ୍ୟନ୍ତ ୧୧ ଦିନ ଧରି ଚାଲିବ ଧନୁଯାତ୍ରା । ୫ ହଜାରରୁ…

ଜାନୁଆରୀ ୧୫ରୁ ବରଗଡର ବିଶ୍ବପ୍ରସିଦ୍ଧ ଧନୁଯାତ୍ରା, ୧୧ ଦିନ ଧରି ରାଜୁତି କରିବେ ମହାରାଜ କଂସ

ବରଗଡ (କେନ୍ୟୁଜ): ଜାନୁଆରୀ ୧୫ରୁ ବରଗଡର ବିଶ୍ବପ୍ରସିଦ୍ଧ ଧନୁଯାତ୍ରା। ଚଳିତ ବର୍ଷ ୧୧ ଦିନ ଧରି ଅର୍ଥାତ ଜାନୁଆରୀ ୧୫ରୁ ଆରମ୍ଭ ହୋଇ ୨୫ ଯାଏଁ ଚାଲିବ ଏହି ଧନୁଯାତ୍ରା । ଏନେଇ ଆଜି ପ୍ରଥମ ପ୍ରସ୍ତୁତି ବୈଠକ ବସିଥିଲା। ଧନୁଯାତ୍ରା ମହୋତ୍ସବ ସମିତିର ଏହି ସାଧାରଣ ପରିଷଦ ବୈଠକ ଜିଲ୍ଲାପାଳ…